ଦୁର୍ଘଟଣାରେ ଡାକ୍ତରଙ୍କ ସମେତ ୩ ମୃତ

ଯାଜପୁର: ଯାଜପୁର ବଡ଼ଚଣା ଥାନା ବନ୍ଦାଳ ନିକଟରେ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ  ମଧ୍ୟରେ ଅଛନ୍ତି ଜଣେ ଡାକ୍ତର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ।

ମୃତ  ଡାକ୍ତର ନାଁ ପରେଶ ମହାପାତ୍ର। ସେ କଟକ ସିଟି ହସ୍ପିଟାଲରେ  କାର୍ଯ୍ୟରତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡାକ୍ତର ପରେଶ ଓ  ଫାର୍ମାସିଷ୍ଟ ଏକ ଭୋଜି ଖାଇ ଭୋଗରାଇରୁ କଟକ ଫେରୁଥିବା ବେଳେ ଏହି  ଦୁର୍ଘଟଣା ଘଟିଛି।

ତେବେ ସେମାନଙ୍କ କାର କେଉଁ ଗାଡ଼ି ସହ ଧକ୍କା  ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନି।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like