ନିଜକୁ ମାଓବାଦୀ କହି ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ, ଜଣେ ଅଟକ

କେନ୍ଦୁଝର: ନିଜକୁ ମାଓବାଦୀଙ୍କ ପରିଚୟ ଦେଇ ଦାଦାବଟି ମାଗୁଥିବା ଅଭିଯୋଗରେ ୩ ଜଣଙ୍କୁ ଧରିଛି କେନ୍ଦୁଝର ଜିଲ୍ଲା ନୟାକୋଟ ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି।

ସମସ୍ତଙ୍କ ଠାରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି। ଗତ ମାସ ୨୧ ତାରିଖ ରାତିରେ ନୟାକୋଟ ଥାନା ଅଞ୍ଚଳର ଏକ ଷ୍ଟିଲ୍‌ କମ୍ପାନୀରେ କିଛି ଲୋକ ପଶି ନିଜକୁ ମାଓବାଦୀ କହି ସୁରକ୍ଷାକର୍ମୀଙ୍କୁ ଭୟଭୀତ କରିଥିଲେ। ତା’ସହ କମ୍ପାନୀ ମ୍ୟାନେଜରଙ୍କୁ ୩ କୋଟି ଟଙ୍କା ବଟି ଦାବି କରି ଏକ ଚିଠି ଛାଡ଼ିଯାଇଥିଲେ।

ଏହି ମାମଲାରେ ୨ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ସଂପୃକ୍ତ ବ୍ୟକ୍ତିମାନେ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ସଦର ଏସ୍‌ଡ଼ିପିଓ।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like