ପ୍ରକାଶ ପାଇଲା ଓଏଏସ୍ ରେଜଲ୍ଟ
କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ। ୨୦୧୬ ମସିହାରେ ହୋଇଥିବା ଏହି ପରୀକ୍ଷାରେ ୧୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚିନ୍ମୟୀ ଦାଶ ଟପ୍ପର, ସଂକଳ୍ପ ସାହୁ ୨ୟ ଓ ଜ୍ଞାନରଂଜନ ବିଶ୍ୱାଳ ୩ୟ ସ୍ଥାନରେ ରହିଛନ୍ତି।
ଆହୁରି ପଢ଼ନ୍ତୁ
ଓପିଏସ୍ସିର ୱେବସାଇଟ୍ http://opsc.gov.in ରେ ରେଜଲ୍ଟ ଉପଲବ୍ଧ ।