ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର : ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ନିହତ

ଛତିଶଗଡ଼ : ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ହରିଭୂଷଣ ନିହତ ହୋଇଥିବା ସୂଚନା ମିଳିଛି। ହରିଭୂଷଣ ହେଉଛି ତେଲଙ୍ଗାନା ମାଓ ସଂଗଠନର ନେତା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ହତ୍ୟାକାଣ୍ଡରେ ସଂପୃକ୍ତ ରହିଛି ହରିଭୂଷଣର। ବାରମ୍ବାର ପୋଲିସ୍‌କୁ ଚକମା ଦେବାରେ ସଫଳ ହୋଇଛି ସେ।

ଘଞ୍ଚ ଜଙ୍ଗଲ ଭିତରେ ପୋଲିସ ସହ ବହୁ ଦିନର ଲୁଚକାଳି ଖେଳିଥିବା ହରିଭୂଷଣ ଶେଷରେ ନିହତ ହୋଇଛି। ଯାହାପରେ ସୁରକ୍ଷାବଳକୁ ଏହି ସଫଳତା ମିଳିଛି। ତେବେ ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି। ତେଲେଙ୍ଗାନା ଓ ଛତିଶଗଡ଼ ପୋଲିସର ମିଳିତ କମ୍ବିଂ ଅପରେସନରେ ଏହି ଏନକାଉଣ୍ଟର ହୋଇଛି। କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଜାପୁର ଜିଲ୍ଲା ପୁଜାରୀକାଙ୍ଗେର ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ।  ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like