ଜଣେ PLFI ସଦସ୍ୟ ମୃତ, ୨ ଜଣ ଗିରଫ
ସୁନ୍ଦରଗଡ଼: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ପୋଲିସ ସହ ଗୁଳିବିନିମୟ ଘଟି ପିପୁଲ୍ସ୍ ଲିବରେସନ୍ ଫ୍ରଣ୍ଟ୍ ଅଫ ଇଣ୍ଡିଆ(PLFI)ର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି ।
ଆହୁରି ପଢ଼ନ୍ତୁ
ସୀମାନ୍ତ ଠେଟେଇ ଟାଙ୍ଗରରେ ପୋଲିସ ସହ PLFI ସଦସ୍ୟଙ୍କ ଗୁଳିବିନିମୟ ଘଟିଥିଲା। ମୃତାହତ PLFI ସଦସ୍ୟ ସୁନ୍ଦରଗଡ଼ ଜିଲ୍ଲା ରାଏବଗାର ଲୁଥର ଡାଙ୍ଗ୍ ବୋଲି ଜଣାପଡିଛି। ଆହତ ୨ ଜଣ ଲେଫ୍ରିପଡ଼ାର ପ୍ରଫୁଲ୍ଲ କିସ୍ପେଟା ଓ ପ୍ରମୋଦ ଲାକ୍ରା ବୋଲି ସୂଚନା ମିଳିଛି।