ଗିଫ୍ଟ ପ୍ୟାକେଟ୍ ବିସ୍ଫୋରଣ ଘଟଣା: ଆହତ ରୀନାରାଣୀଙ୍କୁ ଏସସିବିକୁ ସ୍ଥାନାନ୍ତର
କଟକ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାଫଳରେ ତାଙ୍କୁ ଆଜି ବୁର୍ଲାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ
ତାଙ୍କ ଶରୀରର ୩୫ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କ ସହିତ ତାଙ୍କ ଭାଇ ରାକେଶ ସାହୁ ବି ଆସିଛନ୍ତି। ରାକେଶ କହିଛନ୍ତି ଯେ ତାଙ୍କର କିମ୍ବା ରୀନାଙ୍କ ଶାଶୂ ଘର ଲୋକଙ୍କ ସହିତ କାହାରି ଶତ୍ରୁତା ନାହିଁ।