କଟକରେ ଏନକାଉଣ୍ଟର
କଟକ: କଟକ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର। ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକ ଆହତ ହୋଇଥିବା ସୂଚନା ମିଳିଛି। ତା ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ
ତାକୁ SCBରେ ଭର୍ତ୍ତି କରାଯାଇଥିବାବେଳେ ବନ୍ଧୁକ ଓ ଗୁଳି ଜବତ। ବିଜୟ ପାଲ ଘରକୁ ଗୁଳିମାଡ଼ ଘଟଣାରେ ସଦା ନାୟକ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ମିଳିଛି। ସଦା ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ବୋଲି ମଧ୍ୟ କୁହାଯାଉଛି।