• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yuvraj Singh

Yuvraj Singh
BJP ରୁ ଲଢ଼ିବେ କି ଯୁବରାଜ ? କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟଘାଟ ପରେ ବଢ଼ିଲା ଚର୍ଚ୍ଚା..

ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ମୈଦାନରେ। କାରଣ ରାଜନୀତିକୁ ଓହ୍ଲାଇପାରନ୍ତି କ୍ରିକେଟର ଯୁବରାଜ ସିଂ।

Yuvraj Singh
ବିଜେପିରେ ମିଶିବେ ଯୁବରାଜ ସିଂ ! ଏହି ଆସନରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ...

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖୁବଶୀଘ୍ର ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି।

Virat Kohli
ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଯୁବରାଜ

ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା । ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି ବିରାଟ କୋହଲି ।

Nepal Cricket
ଟି-୨୦ରେ ଭାଙ୍ଗିଲା ଯୁବରାଜ ସିଂଙ୍କ ରେକର୍ଡ, ୯ ବଲରେ ଅର୍ଦ୍ଧଶତକ ହାସଲ କଲେ ଦୀପେନ୍ଦ୍ର ସିଂ

ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।

Interesting facts and records about birthday boy Yuvraj Singh
Happy Birthday: ୱାର୍ଲ୍ଡକପ୍ -୨୦୧୧ ହିରୋ ଯୁବରାଜ ସିଂହଙ୍କ ବିଷୟରେ ୭ଟି ଅଜଣା କଥା

ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

yuvraj singh
ଫେବୃଆରୀରେ ପୁଣି ପିଚ୍‌କୁ ଓହ୍ଲାଇବେ ଯୁବରାଜ

ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍ ଟି -୨୦ ଲିଗ୍, ଆବୁଧାବି ଟି ୧୦ ଲିଗ୍ ସମେତ ପୃଥିବୀର ବିଭିନ୍ନ ଲିଗରେ ଅଂଶଗ୍ରହଣ କରିଆସୁଥିଲେ।

Yuvraj Singh
ଗିରଫ ହେବାର କିଛି ସମୟ ପରେ ଜାମିନ୍‌ରେ ଆସିଲେ ଯୁବରାଜ ସିଂହ

କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଜାମିନରେ ମୁକୁଳିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ହରିୟାଣାର ହିସାର ଜିଲ୍ଲାରେ ଯୁବରାଜଙ୍କୁ ପୋଲିସ ଗିରଫ କରିଥିଲା।

Former Indian Cricketer Yuvraj Singh
ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ଗିରଫ

ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ।