• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yohani

Yohani seeing what people in sri lanka are going through
ମୋ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛି, ଏହା ଜାଣି ମୁଁ ଭାଙ୍ଗିପଡିଛି : ୟୋହାନୀ

ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।

Yohani
ସୋସିଆଲ୍‌ ମିଡିଆରୁ ମୋବାଇଲ କଲର୍‌ ଟ୍ୟୁନ୍‌, ସବୁଠି ‘ମାନିକେ ମାଗେ ହିତେ’

ସୋସିଆଲ୍‌ ମିଡିଆ ହେଉକି ମୋବାଇଲ କଲର୍‌ ଟ୍ୟୁନ୍‌। ସାରା ଦୁନିଆ ଏବେ ଗୋଟିଏ ଗୀତରେ ହେଉଛି ଗୁଣୁଗୁଣୁ। ବାଥରୁମ୍‌ ସିଙ୍ଗର୍‌ରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ମାନିକେ ମାଗେ ହିଥେ...

‘Manike Mage Hithe’ goes viral
ସୋସିଆଲ୍‌ ମିଡିଆରୁ ମୋବାଇଲ କଲର୍‌ ଟ୍ୟୁନ୍‌, ସବୁଠି ‘ମାନିକେ ମାଗେ ହିତେ’

ସାରା ଦୁନିଆ ଏବେ ଗୋଟିଏ ଗୀତରେ ଗୁଣୁଗୁଣୁ। ବାଥରୁମ ସିଙ୍ଗରରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଗୀତଟିକୁ କେହି ବୁଝି ନ ପାରିଲେବି ମ୍ୟୁଜିକରେ ସମସ୍ତେ ମତୁଆଲା। ମାନିକେ ମାଗେ ହିଥେ ଗୀତର ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍‌ଭାଙ୍କ ବିଷୟରେ ଜାଣନ୍ତୁ ଏମିତି ସବୁ କଥା...

Yohani will debut in bollywood
ବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ : ହିନ୍ଦୀରେ ଗାଇବେ ‘ମନିକେ ମାଗେ ହିତେ’

ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ୍ ବସ୍‌ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେଶନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ତାଙ୍କର ଏହି ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଯେ ୟୋହାନୀ ଖୁବ୍ ଶିଘ୍ର ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବାକୁ ଯାଉଛନ୍ତି।