• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yoga Day 2021

old-man-yoga
ହାର୍‌ ମାନିଲା ବୟସ: ୮୫ ବର୍ଷ ବୟସରେ ମାଗଣାରେ ଯୋଗ ଶିଖାଉଛନ୍ତି

ପାରଳାଖେମୁଣ୍ଡି: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ସେ ବୟସ ହେଉ କି ଆର୍ଥିକ ଅନଟନ। ଇଚ୍ଛା ଥିଲେ ସବୁ କିଛି ସମ୍ଭବପର ହୋଇଥାଏ। ସାରା ବିଶ୍ୱ ଆଜି ଯୋଗ ଦିବସ ପାଳୁଥିବା ବେଳେ ଆମେ ଆଜି…

yoga
ସଙ୍କଟ ସମୟରେ ଯୋଗର ଉପକାରିତା ସ୍ୱୀକାର କରିଛି ଡାକ୍ତରୀ ବିଜ୍ଞାନ

ସୁସ୍ଥତା ପାଇଁ ଯୋଗ । ମହାମାରୀ ବିରୋଧରେ ଲଢ଼େଇ ବେଳେ ଆଶାର କିରଣ ସାଜିଛି ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ଦେଶ। ଚଳିତ…

pm modi
‘ମହାମାରୀ ବିରୋଧରେ ଲଢିବା ପାଇଁ ଯୋଗ ଆଶାର କିରଣ ଦେଖାଇଛି’

ନୂଆଦିଲ୍ଲୀ: ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ…

Untitled-1
ଆରମ୍ଭ ହେବ ବର୍ଷିକିଆ ଯୋଗ-ଧ୍ୟାନ ଡିପ୍ଲୋମା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଧ୍ୟାନ ଏବଂ ଯୋଗ ବିଜ୍ଞାନରେ ଏକ ବର୍ଷର ଡିପ୍ଲୋମା ପାଠ୍ୟକ୍ରମ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ୪୫୦ ପ୍ରାର୍ଥୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୨ ତାରିଖରୁ ଶିକ୍ଷକମାନେ…

1
ଏହି ସବୁ ପ୍ରାଣାୟାମ କରି ବଢାନ୍ତୁ ରକ୍ତ ସଂଚାଳନ ଓ ଅମ୍ଳଯାନ ସ୍ତର

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…

1
କରୋନା କାଳରେ କରନ୍ତୁ ଏହିସବୁ ଯୋଗାସନ : ବଢିବ ରୋଗ ପ୍ରତିରୋଧକ ଶକ୍ତି

କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ଭିତରେ କୋକୁଆ ଭୟ ସୃଷ୍ଟିକରିଛି। ଏହାର ନା ଶୁଣୁ ଶୁଣୁ ସମସ୍ତଙ୍କ ଭିତରେ ଛନକା ପଶୁଛି। ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି ଯେ ଆମେ ଅଧିକରୁ ଅଧିକ ନିଜ ଯତ୍ନ…

ଋତୁସ୍ରାବ ସମସ୍ୟା ଦୂରକରିବା ସହ ଅନେକ ଫାଇଦା ଦେଇଥାଏ ସୂର୍ଯ୍ୟନମସ୍କାର

ଯୋଗ ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିଥାଏ। ଯୋଗର ସବୁଠାରୁ ବଡ଼ ଓ ଲାଭଦାୟକ ଅଂଶ ହେଲା ସୂର୍ଯ୍ୟନମସ୍କାର। ସୂର୍ଯ୍ୟ ନମସ୍କାର ଶରୀରରେ ପ୍ରାଣଶକ୍ତି ବୃଦ୍ଧି କରିବା ସହ ଏକ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ। କେତେକ ପ୍ରକାରର ଆସନର ମିଶ୍ରଣରେ…

Untitled-1
ଯୋଗନିଦ୍ରା ଅଭ୍ୟାସରେ ବଢେ ଉର୍ଜା ଶକ୍ତି

ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରତି ବର୍ଷ ଜୁନ୍ ୨୧ରେ ପାଳନ କରାଯାଏ। କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ କେବଳ ଅନ୍‌ଲାଇନ୍‌ରେ ପାଳନ କରାଯିବ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେଥିପାଇଁ…

Untitled-1
କରୋନା କାଳରେ ପିଲାଙ୍କ ପାଇଁ କେତେକ ସହଜ ଯୋଗାସନ

ଗତ ବର୍ଷ ଠାରୁ, ଆମେ ସମସ୍ତେ କରୋନା ସଂକ୍ରମଣର ଭୟରେ ରହିଛେ। ଆଗରୁ ସଂକ୍ରମଣର ତୃତୀୟ ତରଙ୍ଗର ଆଶଙ୍କା ରହିଛି। ତେବେ ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବା ପାଇଁ, ସେମାନଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଜରୁରୀ। ପିତାମାତାମାନେ ସେମାନଙ୍କର ପିଲାମାନଙ୍କର…