• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: World Tb Day

theme history significance about world tuberculosis day
World TB Day: ୨୦୨୫ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ

ସାଧାରଣରେ ବିଶ୍ୱାସ କରାଯାଏ ଯେ ଯକ୍ଷ୍ମା ଏକ ପୁରୁଣା ରୋଗ, ତାହା ଏବେ ଆଉ ନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ଏକ ତୃତୀୟାଂଶ ଲୋକ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି। ଭାରତରେ ଏହାକୁ ସମାପ୍ତ କରିବା ପାଇଁ ୨୦୨୫କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

 world tb day
ବିଶ୍ୱ ଯକ୍ଷ୍ମା ଦିବସରେ ଥିମ୍ ରହିଛି ‘ଯକ୍ଷ୍ମାକୁ ଶେଷ କରିବା ପାଇଁ ନିବେଶ କରନ୍ତୁ, ଜୀବନ ବଞ୍ଚାନ୍ତୁ’

ଆଜି ବିଶ୍ୱ ଯକ୍ଷ୍ମା ଦିବସ । ପ୍ରତିବର୍ଷ ୨୪ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ ବିଶ୍ୱ ଯକ୍ଷ୍ମା ଦିବସ। ଏହି ଦିବସର ମୂଳ ଲକ୍ଷ୍ୟ ହେଲା ସମଗ୍ର ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ସହ ଲୋକମାନଙ୍କୁ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନ କରାଇବା । ବିଶ୍ୱ ଯକ୍ଷ୍ମା ଦିବସ ୨୦୨୨ର ବିଷୟବସ୍ତୁ ବା ଥିମ୍ ରହିଛି ‘ଯକ୍ଷ୍ମାକୁ ଶେଷ କରିବା ପାଇଁ ନିବେଶ କରନ୍ତୁ, ଜୀବନ ବଞ୍ଚାନ୍ତୁ।’

world tb day
ଆଜି ବିଶ୍ୱ ଯକ୍ଷ୍ମା ଦିବସ

ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହେଉଛି ବିଶ୍ୱବ୍ୟାପୀ। ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳିତ ହେଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ” Wanted! Leaders for a TB free World ” ଉପରେ ଏକ ବାର୍ତ୍ତା ଦେଇଛନ୍ତି। Today is #WorldTBDay my […]