ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ Apr 16, 2018 ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର।…