• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Wife

Crocodile
ଜାଗରରେ ଲିଭିଲା ସିନ୍ଦୁର...ଭାଙ୍ଗିଲା ଶଙ୍ଖା; ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର

ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଯେ କୁମ୍ଭୀର ଭିଡ଼ି ମାରିଦେବ, ଭାବିଲେ ମନ ବିଚଳିତ ହୋଇଯାଉଛି ।

Imran Khan
ଉପହାର ନେବା ପଡ଼ିଲା ମହଙ୍ଗା...ଇମ୍ରାନ ଓ ପତ୍ନୀଙ୍କୁ ସଜା ଶୁଣାଇଲେ କୋର୍ଟ

ଗତକାଲି ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିବା ବେଳେ ଆଜି ଇମ୍ରାନଙ୍କ ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଗତକାଲି ଇମ୍ରାନଙ୍କୁ ବିବାଦୀୟ ସାଇଫର୍ ଅର୍ଥାତ ଗୁପ୍ତ ଦସ୍ତାବିଜ ଲିକ ମାମଲାରେ ଜେଲ ଦଣ୍ତ ମିଳିଥିଲା ।

Murder Case
ନୋମିନିରେ ନାଁ ରଖିଲେନି ବୋଲି ମାରିଦେଲା ସ୍ୱାମୀ...ସ୍ତ୍ରୀ ଥିଲେ ବ୍ୟୁରୋକ୍ରାଟ୍

ନୋମିନି ରଖିଲେନି ବୋଲି ମାରିଦେଲା । ନିଜେ ବେକାର ଥିଲା କିନ୍ତୁ ଅଫିସର ସ୍ତ୍ରୀକୁ ମାରିଦେଲା । କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁନିଆ ମିଛସତ କହି ପୋଲିସକୁ ଭୁତାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ଧରା ପଡ଼ିଲା ।

'Dead' man walking: 45-year-old killed 5 years ago now living with new wife in Delhi
ପରିବାର ଜାଣିଥିଲା ହୋଇଯାଇଛି ମୃତ୍ୟୁ; ହେଲେ ଅନ୍ୟ ମହିଳାଙ୍କୁ ବିବାହ କରି ଦିଲ୍ଲୀରେ ରହୁଥିଲେ ବ୍ୟକ୍ତି

୨୦୧୮ରେ ଯୋଗେନ୍ଦ୍ର କୁମାର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ହଠାତ୍‌ ଘରୁ କେଉଁଆଡ଼କୁ ଚାଲିଯାଇଥିଲେ । ପରେ ପରିବାର ଓ ପତ୍ନୀ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ।

illegal marriage
ବିବାହ ବେଦୀରେ ହଙ୍ଗାମା; ସ୍ୱାମୀ ବାହାଘରେ ଦୁଇ ଝିଅଙ୍କୁ ଧରି ପତ୍ନୀଙ୍କ ରେଡ୍

ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।

Rajasthan Man Suspects Wife Of Having An Affair, Parades Her Naked
ସ୍ୱାମୀ ନୁହେଁ ସୈତାନ ! ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା, ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲା

ମଣିପୁର ଭଳି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ ।

man married
ପାଖରେ ଥିଲେ ଗୋଟିଏ ପତ୍ନୀ, ହୋଇଗଲେ ଆଉ ଥରେ ବାହା; ଏମିତି ହେଲା ପରିସ୍ଥିତି

ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ପତ୍ନୀଙ୍କ ସମସ୍ୟା ପାଇଁ ଏକ ଉପାୟ ବାହାର କରାଯାଇଥିଲା ।

couple reunites
ଘରଛାଡ଼ି ଚାଲିଯାଇଥିଲେ ପତ୍ନୀ; ଅଧକିଲୋ ଟମାଟୋ ଦେଇ ମନେଇଦେଲେ ସ୍ୱାମୀ

ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

Marital rape
‘ପତ୍ନୀଙ୍କ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିପାରିବେନି ସ୍ୱାମୀ’

ଜଣେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ଅଛନ୍ତି । ଆଉ ତାଙ୍କ ପୁରୁଷ ବନ୍ଧୁ ବା ସ୍ୱାମୀ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହାକୁ ରେପ୍‌ ବୋଲି କୁହାଯିବ ।

Asha ra aloka | Consumption of alcohol creates spat among husband and wife
ସିଏ ମୋଠାରୁ ସାନ, ମୁଁ ତାଙ୍କୁ କାହିଁକି କ୍ଷମା ମାଗିବି?

ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?

Odisha Panchayat Polls- Vegetable Hawker\'s Wife Becomes Sarpanch In Bhadrak
ସ୍ୱାମୀ ପରିବା ଦୋକାନୀ ଥିଲେ, ଏବେ ସେ ସରପଂଚ ହେଲେ...

ପରିବା ଦୋକାନ କରି ପରିବାର ଚଳାଉଥିଲେ। ଏବେ ସ୍ତ୍ରୀ ହୋଇଗଲେ ସରପଂଚ। ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ମୁଁ ସରପଂଚ ବୋଲି କହିଲେ ମହେଶ୍ୱତା। ଏହାସହ ଚାଷୀଙ୍କୁ ପାଣି କେମିତି ମିଳିବ ତାହା ମୋ ପାଇଁ ଅଗ୍ରାଧିକାର...

News Fuse On Old Man’s Love Story With His Wife
ବୁଢା ମଉସାଙ୍କ ପ୍ରେମ କାହାଣୀ। କହିଲେ, ମୋ ବୁଢୀ ନାହିଁ... ମୁଁ ରାତିରେ ଶୋଇବି କେମିତି?

ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...

Special Story | Omicron Scare- Doctor Ends Life After Killing Wife, 2 Minor Children In UP
ଓମିକ୍ରନ ସ୍ଥିତି ସଙ୍ଗୀନ, ଡରରେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାରିଦେଲେ ଡାକ୍ତର....

ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍‌....ଧରିବା ପାଇଁ ଖୋଜୁଛି ପୋଲିସ୍‌

Bride Vs Groom - Man Accepts Woman On Dharna Outside His Residence As Wife
ଆମ ଘର ସାମ୍ନାରେ ନବସି କୋର୍ଟ ଯାଆନ୍ତୁ

ସେ ଷ୍ଟୋରୀ କହୁଛନ୍ତି, ଯାହା କହିବାରେ ଅଛି କୋର୍ଟରେ ଯାଇ କୁହନ୍ତୁ। ଆମକୁ ମାନସିକ ଚାପରେ ରଖିଛନ୍ତି...ଦୁଇ ମାସ ଘରେ ଏକାଠି ରହିଥିଲୁ କିନ୍ତୁ ଏବେ ଆଉ ନୁହେଁ। ଘର ସାମ୍ନାରେ ବସି ରହିଲେ କିଛି ଲାଭ ନାହିଁ : ତପସ୍ୱନୀଙ୍କ ସ୍ୱାମୀ

Pati Ho To Aisa! MP Man Builds His Wife A Taj Mahal Replica
ପତ୍ନୀଙ୍କୁ ତାହମହଲ ଉପହାରରେ ଦେଲେ ସ୍ୱାମୀ

ପତ୍ନୀଙ୍କୁ ଉପହାରରେ ଦେଲେ ତାହମହଲ ସଦୃଶ ଘର । ସ୍ତ୍ରୀଙ୍କୁ ଉପହାର ଦେବାକୁ ସ୍ୱାମୀ ନିର୍ମାଣ କରିଛନ୍ତି ଏହି ମହଲ । ଏହି ଘର ପ୍ରସ୍ତୁତ ପାଇଁ ଲାଗିଛି ୩ ବର୍ଷ ସମୟ ଲାଗିଛି ।

killed
ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ

ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଗତ ମାସେ ହେବ ବାହାର ରାଜ୍ୟରେ କାମ କରି ଘରକୁ ଫେରିଥିଲେ ପୂର୍ଣ୍ଣମୀ। ହେଲେ ଗତକାଲି ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଅର୍ଜୁନ ଓ […]