• translate

Tag: West Bengal Election 2021

bjp
ଆସାମ ଓ ପଶ୍ଚିମବଙ୍ଗ ଲାଗି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଆସାମ ଓ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ଘୋଷଣା କରାଯାଇଛି।

TMC MP
ମହିଳା ବିଧାୟକଙ୍କ ଗାଲ ଚିପି ଦେଲେ ସାଂସଦ

ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜ ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେସ ମିଟ୍‌ରେ  ଟିଏମ୍‌ସିର ଜଣଷ ସାଂସଦ  ଦଳୀୟ ମହିଳା ବିଧାୟକଙ୍କ ଗାଲ ଚିପି ଦେଇଛନ୍ତି। ବିଜେପି ସାଂସଦ ଏହି ଭିଡିଓକୁ ଟ୍ୱିଟ କରିବା ସହ ଟିଏମସିର ଏହି ସାଂସଦ ଜଣକ କଲ୍ୟାଣ ବାନାର୍ଜୀ ବୋଲି କହିଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି ସାସଂଦ ଲକେଟ ଚାଟାର୍ଜୀ ମଧ୍ୟ ଟ୍ୱିଟ କରି ବର୍ଷିଛନ୍ତି। […]

pm, modi
ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ମିଥୁନ କହିଲେ, ମୁଁ ଗୋଖର

କୋଲକାତା: ଦିଦିଙ୍କ ଗଡ଼ରେ ମୋଦିଙ୍କ ନିର୍ବାଚନୀ ରଣହୁଙ୍କାର। ଏକାଧିକ ପ୍ରସଙ୍ଗରେ ମମତାଙ୍କୁ ସିଧା ଟାର୍ଗେଟ୍‌ କଲେ ମୋଦି। କୋଲକାତା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧନ କରି ପୁଣି ଆସୋଲ୍ ପରିବର୍ତ୍ତନ ଓ ସୋନାର୍ ବାଂଲାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। दीदी, कुछ दिन पहले जब आपने स्कूटी संभाली, तो सभी प्रार्थना कर रहे थे कि आप सकुशल रहें! अब आपकी स्कूटी नंदीग्राम की तरफ […]

mithun
ମୁଁ ଗୋଟେ ଗୋଖର, ମୋର ଗୋଟେ ଚୋଟ ହିଁ ଯଥେଷ୍ଟ: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ସବୁ ଅନୁମାନ ଓ ରାଜନୀତି ଗଣିତକୁ ସତ କରି ବିଜେପିରେ ମିଶିଛନ୍ତି ବଲିଉଡ୍‌ ଦାଦା ମିଥୁନ ଚକ୍ରବର୍ତ୍ତୀ। କୋଲକାତାରେ ଏକ ବିଶାଳ ସମାବେଶରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନେକ ମିଡିଆରେ ଏନେଇ ଖବର ପ୍ରକାଶ ପାଉଥିଲେ ବି ମିଥୁନ କିନ୍ତୁ ଏସବୁ ଏଡ଼ାଇ ଯାଉଥିଲେ। ତେବେ ବିଜେପିରେ ସାମିଲ୍ ହେବା ପରେ ରାଲିକୁ ସମ୍ଭୋଧନ କରି ମମତା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି […]

west bengal election
ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ ତଳେ ଉଭୟେ ଚାକିରୀ ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ହୁମାୟୁନ୍ ଚନ୍ଦନନଗର ପୋଲିସ୍ କମିଶନର୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।ତେବେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି […]

bjp-tmc
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା; ମମତାଙ୍କୁ ଟକ୍କର ଦେବେ ଏହି ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି ଦଳ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍‌ରେ ଜିତି ଆସୁଥିଲେ। ହେଲେ ଗତବର୍ଷ ଡିସେମ୍ବର ସେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଶୁଭେନ୍ଦୁ ଏଥର ନନ୍ଦୀଗ୍ରାମରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରି ତାଙ୍କୁ ଟକ୍କର ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ମମତା […]

dinesh-trivedi
ପଶ୍ଚିମବଙ୍ଗରେ ଟିଏମସିକୁ ଜୋରଦାର ଝଟକା : ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦିନେଶ ତ୍ରିବେଦୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଧାରୀ ଟିଏମସିକୁ ଜୋରଦାର ଝଟକା। ଜଣେ ପରେ ଜଣେ ବିଧାୟକ ଓ ବରିଷ୍ଠ ନେତା ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି। ଆଜି ପୁଣି  ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ହାତ ଧରିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି […]

narendra modi- Mamata Banerjee
TMC ଅଭିଯୋଗ ପରେ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ନୂଆଦିଲ୍ଲୀ:କେତେକ ରାଜ୍ୟର କୋଭିଡ ଭାକ୍ସିନ ସାର୍ଟିଫିକେଟ ଉପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ରାଜ୍ୟ ମାନଙ୍କରେ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟକୁ ଏପରି  ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ ଯେଉଁ ରାଜ୍ୟରେ ନିବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫଟୋକୁ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟାଇବାକୁ ପଡ଼ିବ। ଏ ନେଇ ତୃଣମୂଳ […]

mamata
ଲଢେଇ ହେବ କିନ୍ତୁ ବିଜୟର ସ୍ୱାଦ ଆମେ ଚାଖିବୁ: ମମତା

ପଶ୍ଚିମବଙ୍ଗର ରାଜନୀତିକୁ ନେଇ ଥମିବାରେ ନା ନେଉ ନାହିଁ ଚର୍ଚ୍ଚା। ଗତକାଲି  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

tmc-election
"ଆମକୁ ଭୋଟ ଦିଅ, ନଚେତ୍‌ ସ୍ଥିତି ସଙ୍ଗୀନ ହେବ"

ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି।

tmc
ପ୍ରାର୍ଥୀ ତାଲିକା ଘୋଷଣା କଲା TMC : ଜାଣନ୍ତୁ କେଉଁ ଆସନରୁ ଲଢିବେ ମମତା ବାନାର୍ଜୀ?

କଲିକତା:  ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍‌ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର […]

mamata sanjay
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବନି ଶିବସେନା; ବିଜେପିକୁ ହରାଇବା ପାଇଁ ଦିଦିଙ୍କୁ ଦେବ ସମର୍ଥନ

ମୁମ୍ବାଇ: ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା। ବରଂ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ। ଏନେଇ ଆଜି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା। ବିଜେପିକୁ କଡ଼ା ଟକ୍କର ଦେବାକୁ ଶିବସେନା ରାଷ୍ଟ୍ରୀୟ ଜନତା ଦଳ ଏବଂ […]

west benagal
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା : ଟଏମସିର ଗୁଣ୍ଡାମାନେ ପ୍ରଚାର ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ କଲା ବିଜେପି

କୋଲକାତାୱ: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପଶ୍ଚିମବଙ୍ଗରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।। ବିଧାନସଭା ନିର୍ବାଚନ ପାଇଁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏବେଠାରୁ ରାଜନୈତିକ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଆଉ ଏଥିମଧ୍ୟରେ ପଶ୍ଚିମବଙ୍ଗର ସ୍ୱଭୂମି ନିକଟସ୍ଥ କଡାପରାରେ ବିଜେପିର ଗୋଦାମରେ ନିକଟରେ ଛିଡ଼ା ହୋଇଥିବା ପ୍ରଚାର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣା ପାଇଁ ସମ୍ପର୍କରେ ବୁଝାବୁଝି କରିବାକୁ […]

mamata
ମର୍ଯ୍ୟାଦା ଭୁଲି ଗଲେ କି ଦିଦି? ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ସହ ତୁଳନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍‌ଦାର କଲେଣି । ‌ଆଉ ଏପରି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ନିଜର ମର୍ଯ୍ୟାଦା ଭୁଲି ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ […]