• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Waterlogging

 Couple Protested
୧୫ ବର୍ଷ ଧରି ଡ୍ରେନ୍‌ ସଫା କଲାନି ପ୍ରଶାସନ; ଅଳିଆ ଭିତରେ ବାହା ହେଲେ ଦମ୍ପତି

ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି ।

School Problem
ଆଶ୍ଚର୍ଯ୍ୟ ! ସ୍କୁଲ ଯିବାକୁ ହେଲେ ଧୋଇବାକୁ ପଡ଼ିବ ଗୋଡ଼ ?

ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..

Thunderstorm
ବଜ୍ରପାତରେ ୪ ମୃତ, ଏପଟେ ଘଣ୍ଟାଏ ଭିତରେ ରାଜଧାନୀରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଲା

ପୃଥକ୍‌ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର...କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା

Bhubaneswar Rain
ଡ୍ରେନ୍ ପାଣିରେ ଭାସିଲା ରାଜଧାନୀ, ସ୍ଥିତି ଦେଖି ଖୋଦ୍ ମେୟର ଅସହାୟ

ବର୍ଷର ପ୍ରଥମ ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଅନ୍ୟ କେଉଁଠି ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଭୁବନେଶ୍ୱର ମେୟର ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଏପଟେ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ଦିନ ବି ଭୁବନେଶ୍ୱରରେ କାଚିବ ବର୍ଷା। ତଳିଆ ଅଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସ୍ଥିତି।

Heavy Rains Trigger Water Logging in Cuttack
କଟକରେ ହିନସ୍ତା କଲାଣି ଜଳବନ୍ଦୀ ସ୍ଥିତି...

ମକରାବାଗ ଅଞ୍ଚଳରେ ଜାଇକାର ଅସରନ୍ତି ବକ୍ସ ଡ୍ରେନ୍ କାମ ଯୋଗୁଁ ଲୋକେ ରାତି ଅନିଦ୍ରା...ଏଣେ ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ପାଣି, ଶୁଣୁନି ସିଏମସି...

Heavy Rains Trigger Water Logging in Cuttack
ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ! ମୂଳରୁ ମୌସୁମୀ କୋପ ଦେଖାଇନି, କଟକରେ ଜଳବନ୍ଦୀ ସ୍ଥିତି

ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଅଭିଯୋଗ ହୋଇଛି, ବାରମ୍ବାର ଅଭିଯୋଗ ପରେ ବି କିଛି ଶୁଣୁନି ସିଏମସି।

ଅସରାଏ ବର୍ଷାରେ ବୁଡିଲା କାର୍‌
ଅସରାଏ ବର୍ଷା କାଚିଲା, ଇସ୍କନ ସାମ୍ନାରେ କାର୍‌ ବୁଡିଲା

ରାଜଧାନୀରେ କାଳବୈଶାଖୀ ପାଇଁ ପ୍ରବଳ ବର୍ଷା : ଅସରାଏ ବର୍ଷାରେ ଇସ୍କନ ସାମ୍ନାରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

odisha
କମୁଛି ବିଭିନ୍ନ ନଦୀର ଜଳସ୍ତର, ହେଲେ ବଢୁଛି ଦୁର୍ଦ୍ଦଶା : ସ୍କୁଲରେ କଟୁଛି ବିପନ୍ନଙ୍କ ଜୀବନ

ଧୀରେ ଧୀରେ କମୁଛି ସବୁ ନଦୀର ଜଳସ୍ତର, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ବନ୍ୟାପାଣିରେ ବୁଡ଼ିଥିବା ଘରୁ ନିଜ ଜିନିଷ ସାଉଁଟୁଛନ୍ତି ଲୋକେ ତ କେଉଁଠି ଝାଟି ମାଟି ଘରକୁ କାଦୁଅ ବୋଳି ପୁଣି ଠିଆ କରିବାରେ ଲାଗିଛନ୍ତି । ଏପରିକି ବନ୍ୟାରେ ଘର ହରାଇଥିବା ଲୋକେ ଏବେ ବି ସ୍କୁଲ ଘରେ ନେଇଛନ୍ତି ଆଶ୍ରୟ

Puri Witnesses Waterlogging, Crop Loss Due To Heavy Rain | Locals Allege Admin Apathy
ଶହେରୁ ଅଧିକ ଗାଁ ପାଣି ଘେରରେ

ବର୍ଷା ନାହିଁ ତଥାପି ପାଣି ଘେରରେ ଶହେରୁ ଅଧିକ ଗାଁ। ଡଙ୍ଗା ଦ୍ୱାରା ଗାଁରେ ଯିବା ଆସିବା କରୁଛନ୍ତି ଲୋକେ।

puri
ଲଗାଣ ବର୍ଷା ଯୋଗୁଁ ବେହାଲ ପୁରୀ ସହର : ରାସ୍ତାରେ ଚାରି ଫୁଟ ଉଚ୍ଚର ପାଣି

ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।