• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Voting

Election
ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ସରିଲା 24 ମହାସଂଗ୍ରାମର ପ୍ରଥମ ଲଢ଼େଇ। ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି ।

Election 2024
ମୋର ଭୋଟ, ମୋର ଗର୍ବ; ଖରାବର୍ଷାକୁ ଖାତିର ନ କରି ପୋଲିଂ ବୁଥ୍‌ରେ ଭୋଟରଙ୍କ ଭିଡ଼

ମୋର ଭୋଟ, ମୋର ଗର୍ବ। ଗଣତନ୍ତ୍ରର ମହାପର୍ବର ଚମକ ଦେଖିଲା ଭାରତ। ଖରାବର୍ଷାକୁ ଖାତିର ନକରି ମତଦାନ କରିବାକୁ ପୋଲିଂ ବୁଥରେ ଭିଡ଼।

Nagaland Election
୬ ଟି ଜିଲ୍ଲାରେ ମିଳିଲାନି ଗୋଟିଏ ବି ଭୋଟ୍, ଅଲଗା ରାଜ୍ୟ ଦାବିରେ ଅଟଳ ସ୍ଥାନୀୟ ଜନତା

ନାଗାଲାଣ୍ତର ପ୍ରାୟ ୬ ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିରୋ ଭୋଟ କାଉଣ୍ଟ ହୋଇଛି । ଆର୍ଥିକ ସ୍ୱାଧୀନତା ସହ ପୃଥକ ପ୍ରଶାସନ ଦାବି କରି ଜିରୋ ଭୋଟ ମିଳିଥିବା ଜଣା ପଡ଼ିଛି ।

Rajasthan Vote
ରାଜସ୍ଥାନ ଭୋଟ: ସକାଳ ୭ଟାରୁ ଆରମ୍ଭ, ସନ୍ଧ୍ୟା ୬ଟା ରେ ଶେଷ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

Assembly elections 2023: Voting begins on all 230 seats in Madhya Pradesh, 70 seats in Chhattisgarh
ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ, ସକାଳୁ ଆରମ୍ଭ ହୋଇଛି ମତଦାନ

ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ । ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର ।

Now You Can Vote Any Where In India
ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଭୋଟ୍‌ ଦେଇପାରିବେ

ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ନିଜ ବୁଥ୍‌କୁ ଆଉ ଆସିବାକୁ ପଡ଼ିବ ନାହିଁ।

Himachal Pradesh
ହିମାଚଳରେ ମତଦାନ ଆରମ୍ଭ; ମଇଦାନରେ ୪୧୨ ଆଶାୟୀ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ ।

Dhamnagar ByPoll
ବୁଥ୍‌ ରେଡ୍ଡି ଓ ପୁଲିଂ ପାର୍ଟି ବି ତୟାର; ଜନତା କାହାକୁ ପିନ୍ଧାଇବେ ଧାମନଗଗର ମୁକୁଟ ?

ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା ।

Voting
ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ମତଦାନ, ୧୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ । ଭୋଟ୍ ଦେବା ପାଇଁ ନିଜ ନିଜ ବୁଥରେ ସକାଳୁ ଭିଡ଼ ଲଗାଇଥିଲେ ଭୋଟର । ୮୫ ନମ୍ବର ବୁଥକୁ ଛାଡ଼ି ଆଜି ସୁରୁଖୁରୁରେ ଶେଷ ହୋଇଛି ବ୍ରଜରାଜନଗର ଉପନିର୍ବାଚନ ।