• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Videos

Boney kapoor trolled for placing his hand on priyamani waist
Viral Video: ଛି… ଛି…! ବୋନି କପୁରଙ୍କ ଏ କି ଆଚରଣ; ପ୍ରିୟାମଣୀଙ୍କ ସହ କଲେ ଏମିତି ବ୍ୟବହାର

ବୋନି କପୁର ଓ ପ୍ରିୟାମଣୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସମୟରେ ନିର୍ମାତା ଅଭିନେତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଯେତେବେଳେ ସେମାନେ ପାପାରାଜି ପାଇଁ ଏକାଠି ପୋଜ୍ ଦେଉଥିଲେ, ନିର୍ମାତା ଅଭିନେତ୍ରୀଙ୍କ କାନ୍ଧ ଏବଂ ଅଣ୍ଟାରେ ହାତ ରଖିଥିଲେ, ଯାହାକୁ ନେଟିଜେନ୍ସ ଆଦୌ ପସନ୍ଦ କରୁ ନାହାନ୍ତି।

viral videos
ଟ୍ରାକ୍‌ରେ ରିଲ୍ସ କରୁଥିଲେ ନାବାଳକ; ଧକ୍କା ଦେଲା ଟ୍ରେନ୍‌, ଦେଖନ୍ତୁ LIVE ଦୃଶ୍ୟ

ରେଲୱେ ଟ୍ରାକ୍‌ରେ ଇନଷ୍ଟାଗ୍ରାମ ରିଲ୍‌ କରୁଥିବାବେଳେ ଜଣେ ନାବାଳକରୁ ଟ୍ରେନ୍‌ ଧକ୍କା ଦେଇଛି । ନାବାଳକଙ୍କୁ ଟ୍ରେନ୍‌ ଧକ୍କା ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

Rakhi Sawant Running Away From Paparazzi Goes Viral
କ୍ୟାମେରା ଦେଖି ଘିଡ଼ି ଘିଡ଼ି ହେଇ ଦୌଡିଲେ ରାଖୀ ସାୱନ୍ତ; ଯାହା କହିଲେ ଶୁଣିଲେ ହସି ହସି ଗଡ଼ିବେ

ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।

Viral Video
ଦିବ୍ୟାଙ୍ଗ ବାପା-ମାଆଙ୍କ ସେବାରେ ଝିଅ, ଭାଇରାଲ ହେଉଛି ଭିଡିଓ

ଝିଅ ହେବ ତ ଏମିତି। ବାପା-ମାଆ ଦୁହେଁ ଦିବ୍ୟାଙ୍ଗ, ଗୋଟିଏ ମିନିଟ୍‌ ବି ସେବାରୁ ନିବୃତ୍ତ ହେଉନି କୁନି ଝିଅ। ବଜାର ଘାଟ ସବୁଆଡେ ନେଉଛି, ପ୍ଲେଟ ଧରି ଖୁଆଇ ଦେଉଛି। ଭାଇରାଲ ହେଉଛି ଭିଡିଓ

Viral Video
ମରାମରି ଲାଗୁଥିଲେ…କାର ଆସି ଚଢାଇ ଦେଲା, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ…

ବିଚ୍ ରାସ୍ତାରେ ଚାଲିଥିଲା ମରାମରି। ହାଇ ସ୍ପିଡ୍ରେ ଆସିଲା କାର, ଜୋରସୋରରେ ଦେଲା ଧକ୍କା….ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Viral Video
କାର ଚୋରି କରି ନେଇ ପଳାଉଥିଲେ...ଷ୍ଟେସନ ସିଡିରେ ଫସିଗଲା କାର୍‌...

ବାଃ ବାଃ...କାର ଚୋରି କରିନେବା ପରେ ମେଟ୍ରୋ ଷ୍ଟେସନ ସିଡି ଦେଇ କାର ନେଇ ପଳାଉଥିଲା ଚୋର। ହେଲେ ଅଧା ରାସ୍ତାରେ ଫଶିଗଲା କାର୍‌। ତା’ପରେ ଦେଖନ୍ତୁ ହେଲା କଣ?

Video Of Girl Kissing A Snake Goes Viral
ଫଣା ଟେକିଥିଲା ଅହିରାଜ : ମଥାରେ ଚୁମ୍ବନ ଦେଲେ ଯୁବତୀ

ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।

Vote Buying
'ନୋଟ୍‌ ନିଅ, ଭୋଟ୍‌ ଦିଅ' ନିର୍ବାଚନ ଜିତିବା ପାଇଁ ବିଜେଡିର ନୂଆ ଫର୍ମୁଲା !

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି ।

hyderabad
ଅସହାୟ ବୃଦ୍ଧାଙ୍କୁ ଜଣେ ଟ୍ରାଫିକ୍‌ ପୋଲିସ ନିଜ ହାତରେ ଖୁଆଇ ଦେଉଥିବା ଫଟୋ ଭାଇରାଲ୍

This gesture of Kukatpally traffic PS Home Guard B.Gopal (1275) towards a homeless woman by feeding her at JNTU shakes the heart @cpcybd @cyberabadpolice @TelanganaDGP @TelanganaCMO pic.twitter.com/tL7VO7Vt5J — Harsha Bhargavi (@pandiribhargavi) 1 April 2018

nagin
ନାଗିନ୍‌ ଗୀତରେ ନାଚି ପୋଲିସ୍‌ ବାବୁ ସସ୍‌ପେଣ୍ଡ୍‌

ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍‌ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର […]

ନାକ ତଳକୁ ଖସି ଯାଇଥିଲା ମାସ୍କ : ପୁଅ ସାମ୍ନାରେ ବାପାଙ୍କୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍

ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ  ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ ବାପାଙ୍କୁ ଛାଡ଼ିଦିଅ ଛାଡ଼ିଦିଅ କହି ନେହୁରା ହେଉଥିଲା, କିନ୍ତୁ ପୋଲିସ ବାବୁ ମାରିଚାଲିଥିଲେ । ପୋଲିସ ଠାରୁ ବାପାଙ୍କୁ ଛଡ଼ାଇବାକୁ ସବୁ ଚେଷ୍ଟା ବିଫଳ ହୋଇଥିଲା । […]

nagin
ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ମସ୍‌ଗୁଲ୍‌ ପୋଲିସ ବାବୁ

ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ‌।  ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଭିଡିଓଟି ହୋଲିର। ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣା […]

sundergarh collector's wife
ହସ୍ପିଟାଲ୍‌ରେ VIP କଲ୍‌ଚର: ଗର୍ଭବତୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମାତୃ ଓ ଶିଶୁ ହସ୍ପିଟାଲରେ ଭିଆଇପି କଲ୍‌ଚରକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓରେ ସୁନ୍ଦରଗଡ଼ ଜିଲ୍ଲା ଖମାରୀପଡ଼ାର ଦୀପାଞ୍ଜଳି ପତି…