• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral

Kangaroo Court
ବିବାହତା ମହିଳାଙ୍କୁ ଦୁର୍ବ୍ୟବହାର କରିବାରୁ ଏମିତି ଦଣ୍ଡ ଦେଲେ ଗାଁ ଲୋକେ !

ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।

Tollywood Actress
ହୋମଗାର୍ଡଙ୍କୁ ଅଭିନେତ୍ରୀଙ୍କ ଆକ୍ରମଣ

ରାସ୍ତା ମଝିରେ ଇଏ ସେଇ ତେଲୁଗୁ ସୁନ୍ଦରୀ । ଯିଏ ପୁଲିସ ସହ ଯୁକ୍ତି କରୁଛନ୍ତି । ଏମିତିକି ଠେଲାପେଲା ବି କରିଛନ୍ତି । କାରଣ ଏତିକି, ସେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । ଆଉ ଏ ପୁଲିସ ଭାଇ ଜଣକ ତାଙ୍କ ଭୁଲ୍ ଧରିଥିଲେ ।

Marriage
ବିବାହ ଉତ୍ସବରେ ଭାଙ୍ଗିଲା ଡ୍ୟାନ୍ସ ଫ୍ଲୋର, ବରକନ୍ୟାଙ୍କ ସହ ଏକାଧିକ ଆହତ...

ବିବାହ ଉତ୍ସବ ଚାଲିଥିଲା । ଖୁସିରେ ମସଗୁଲ ଥିଲେ ସମସ୍ତେ । ନାଚ, ଗୀତରେ ମାତିଥିଲେ ଅତିଥି । ଠିକ ଏହି ସମୟରେ ଘଟିଲା ଅଘଟଣ । ଭୁଶୁଡ଼ିଗଲା ଷ୍ଟେଜ ।

Rajasthan Congress
ଦୁଷ୍କର୍ମ କରୁଥିଲେ ୭୫ ବର୍ଷୀୟ କଂଗ୍ରେସ ନେତା ! ଭାଇରାଲ ହେଉଛି MMS

ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍‌ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ ।

Marriage
୮ କିଲୋମିଟର ଦୌଡ଼ି ଗଞ୍ଜି-ସଟ୍ସରେ ବାହା ହେଲେ ଅମୀରଙ୍କ ଜ୍ୱାଇଁ

ବଲିଉଡ ଅଭିନେତା ଅମୀର ଖାନଙ୍କ ଝିଅ ଆୟରାଙ୍କର ଗତକାଲି ବିବାହ ହୋଇ ଯାଇଛି । ଆୟରା ଖାନ, ଫିଟନେସ ଟ୍ରେନର ନୁପୁର ଶିଖରେଙ୍କୁ ବିବାହ କରିଛନ୍ତି ।

Renuka Jagatian
ଭାଗବାନ ଯେବେ ଦିଏ ଛପର ଫାଡ଼ି ଦିଏ, କାର ଚାଳକଙ୍କ ପତ୍ନୀ ୪୦ ହଜାର କୋଟିର ମାଲିକାଣୀ

ସମୟ ବଳବାନ । କେତେବେଳେ କାହାକୁ ନେଇ କେଉଁଠାରେ ପହଞ୍ଚାଇବ କେହି ଜାଣି ନାହାନ୍ତି । ତାହା ନ ହୋଇଥିଲେ ଦିନେ ଗାଡ଼ି ଚଲେଇ ପରିବାର ପୋଷୁଥିବା ଲୋକ କଣ କେବେ ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଥାଆନ୍ତା ।...

Iphone
ଆଇଫୋନ୍ ମାୟାରେ ଭିକାରି, ସୋ’ ରୁମ୍‌ ଭିତରେ ବସ୍ତାଏ ଖୁଚୁରା ଢାଳିଦେଲେ ଆଉ କିଣିଲେ

ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।

War
ଥମିବାର ନାଁ ନେଉନି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲ୍‌ର ଜବରଦସ୍ତ ଜବାବ

ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।

Viral Photo
Viral Photo: ଏମିତି ରୁମ୍‌ର ଭଡ଼ା କେତେ ? ବେଡ୍‌ ଯେଉଁଠି ଲାଟିନ୍‌ ସେଇଠି

ଖାଲି ସେତିକି ନୁହେଁ ଏହି ରୁମ୍‌ରେ ଏୟାର କଣ୍ଡିସନର ବି ଲାଗିଛି । ଟଏଲେଟ୍‌ ପାଖରେ ବେଡ୍‌ ବି ପଡ଼ିଛି ।

Snake Fall From Sky
ଆକାଶରୁ ଖସିଲା ସାପ, ମହିଳାଙ୍କ ହାତରେ ଗୁଡ଼ାଇ ହେଲା ! ତାପରେ...

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ସାପଟି ଆସିଲା କେଉଁଠୁ ଁ? ଆକାଶରୁ ଖସିଲା କେମିତି ? 

Halley Berry
ବିନା ବସ୍ତ୍ରରେ ଫଟୋ ଛାଡ଼ିଲେ ଅଭିନେତ୍ରୀ, ଟ୍ରୋଲରଙ୍କୁ ବି ଧୋଇଲେ...

ସେ ୱିକେଣ୍ଡରେ ରିଲାକ୍ସ କରୁଥିବା ବେଳେ ଏଭଳି ପୋଜ ଦେଇ ଫଟୋ ପୋଷ୍ଟ କରିଛନ୍ତି । 

Viral Photo
ଝିଅକୁ ଗେଲ କରୁଥିଲେ ବାପା ! ନକହି ଫଟୋ ଉଠାଇଦେଲା ଫଟୋଗ୍ରାଫର..ଭିଡିଓ ଭାଇରାଲ..

ଠିକ୍‌ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ ଓ ଭିଡିଓ କ୍ୟାପ୍ଚର କରିନେଇଛି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ଖୁସି ହୋଇଛନ୍ତି ।

Groom Dance
ବାଟବରଣୀ ବେଳେ କନିଆଁଙ୍କୁ ଦେଖି ନାଚିଲା ବର

ଚାଲିଥିଲା ବାଟବରଣୀ । ହଠାତ୍‌ କନିଆଁଙ୍କୁ ସାମ୍ନାରେ ଦେଖିଲେ ବର...ବାସ୍‌ ବଲିଉଡ୍‌ ଗୀତରେ ନାଚି ଧୂଳି ଉଡ଼େଇ ଦେଲା ବର

Social Media
ମୃତ ସ୍ୱାମୀଙ୍କ ଶ୍ରାଦ୍ଧ ଦେବାକୁ ପ୍ରସ୍ତୁତ ହେଉଥିଲେ ପତ୍ନୀ, TikTokରେ ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କୁ ଦେଖିଲେ

କାଲିଫର୍ଣ୍ଣିଆରେ ରହୁଥିଲେ ସତ କିନ୍ତୁ ଫ୍ଲୋରିଡାରେ ସ୍ୱାମୀଙ୍କ ଶ୍ରାଦ୍ଧ କରିବାକୁ ଯୋଜନା କରିଥିଲେ ।

Daulat Ka Chaat
ଏତେ ଧନୀ ! ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

ଆଇସ୍‌କ୍ରିମ୍‌ ଖାଇ ସାରି ଟିସୁରେ ନୁହେଁ, ୫୦୦ ଟଙ୍କିଆ ନୋଟରେ ପୋଛନ୍ତୁ ହାତ ! ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି

Veg Butter Chicken
ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ମିଳୁଛି ୧୦୦% ଭେଜ୍‌ ବଟର ଚିକେନ୍‌ !

ଲେଖା ଅଛି ୧୦୦% ଭେଜ୍‌ ବଟର ଚିକେନ୍‌ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍‌ ହେଲା କେମିତି ?

Donald Trump
ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।

Lord Krishna
ନିଆରା ବିବାହ ! କୃଷ୍ଣଙ୍କ ପ୍ରେମରେ ମତୁଆଲା ମହିଳା, ଶେଷରେ ଜିଦ୍‌ କରି କଲେ ବିବାହ...

ବିବାହରେ ଝିଅ ସିନା କନ୍ୟା ବେଶ ଧରିଥିଲା, କିନ୍ତୁ ବର ଥିଲେ ସ୍ୱୟଂ ଭଗବାନ କୃଷ୍ଣ ।

Viral Video
Viral Video: ନିଶାରେ ବେଦୀ ଉପରେ ଶୋଇପଡ଼ିଲା ବର, କନ୍ୟା ଦେଖି ଛାନିଆ..! ଦେଖନ୍ତୁ ଭିଡିଓ

ବରର ଆଖି ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ବେଦୀରେ ଶୋଇପଡ଼ିଲା । 

103 Weightlifting
ବୟସ ୧୦୩ ! ଏବେ ବି ଜିମ୍‌ରେ କରୁଛନ୍ତି କସରତ, ସ୍ପୋର୍ଟି ଲୁକ୍ ସାଙ୍ଗକୁ ଫୁଲ୍‌ ମେକ୍‌ଅପ୍‌

ବୟସ ତାଙ୍କ ଆଗରେ ସମ୍ପୂର୍ଣ୍ଣ ହାର ମାନିଛି । ଇଂରାଜୀରେ ଗୋଟିଏ କଥା ଅଛି ନା, ଏଜ ଇଜ୍‌ ଜଷ୍ଟ ଏ ନମ୍ବର । ଏହି ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଫିଟ୍ ।

PK
ରାସ୍ତାରେ ଉଲଗ୍ନ ହୋଇ ଚାଲିଲେ, ପଚାରିବାରୁ କହିଲେ ‘ମୁଁ ଅନ୍ୟ ଗ୍ରହରୁ ଆସିଛି’

କେବେ ଭାବିନଥିବେ ଯେ, ରିଲ୍‌ ଲାଇଫ୍‌ PK ଭଳି ରିଅଲ ଲାଇଫ୍‌ରେ କେହି ଜଣେ ବ୍ୟକ୍ତି ରାସ୍ତାରେ ଉଲଗ୍ନ ହୋଇ ଚାଲିବେ । 

Resturant
ଆପଣଙ୍କ ଓଜନ ୧୫୮ କେଜିରୁ ଅଧିକ କି ? ଏହି ରେଷ୍ଟୁରାଣ୍ଟ ଦେଉଛି ମାଗଣା ଖାଦ୍ୟ...

ଏହି ରେଷ୍ଟୁରାଣ୍ଟର ଆଉ ଏକ ବିଶେଷତ୍ୱ ହେଲା, ଏହା ଅଧିକ ଓଜନର ଲୋକ ବା ମୋଟା ଲୋକଙ୍କୁ ମାଗଣା ଖାଇବାକୁ ଦେଇଥାଏ । ଏହି ଘୋଷଣା ପରେ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଭିଡ଼ ଜମୁଛି ।

Bull Attack
୪ ବର୍ଷର କୁନି ଛୁଆକୁ ଶିଙ୍ଗରେ ମାରି ଘୋଷାଡ଼ି ନେଲା ବୁଲା ଷଣ୍ଢ..

ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତରେ ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା ।

Lottery
ହଜାରେ କୋଟିର ଲଟେରୀ ଲାଗିଲା ହେଲେ ଛୋଟିଆ ଭୁଲ ପାଇଁ ମିଳିଲାନି ଟଙ୍କା ! ଜାଣନ୍ତୁ କ’ଣ...

ୟୁକେରେ ରହୁଥିବା ଜଣେ ଯୁବତୀଙ୍କର ଲଟେରୀ ଲାଗିଲା । ଆଉ ତାହା ପୁଣି ୧୮୨ ମିଲିୟନ ୟୁରୋର ।

Bharat Matrimony
ଟ୍ରେଣ୍ଡ କରୁଛି #BoycottBharatMatrimony, ହେଲେ କାହିଁକି ? ଜାଣନ୍ତୁ କାରଣ...

ଏମିତି କିଛି ରଙ୍ଗ ଥାଏ, ଯାହା ଧୋଇଦେଲେ ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଏମିତି ବି କିଛି ରଙ୍ଗ ଅଛି ଯାହାକୁ ଯେତେ ଧୋଇଲେ ବି ଛାଡ଼ିବନି ।