• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Village

This village in Odisha has abundant number of Shivlings
ଏମିତି ଏକ ଗାଁ..ଯୋଉଠି ଖୋଳିବେ ବାହାରିବ ଶିବଲିଙ୍ଗ

ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର

Ambulance
ବିକଳ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

କେବେ ରାସ୍ତ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେନି ତ କେବେ କେବେ ଚିକିତ୍ସା ଅଭାବ ବା ଭୁଲ ଇଞ୍ଜେକସନ ପାଇଁ ଯାଏଁ ରୋଗୀର ଜୀବନ । ଷ୍ଟ୍ରେଚରରେ ବୁହା ହୋଇ ନଦୀ, ବିଲ ପାର୍ କରି ଆମ୍ବୁଲାନ୍ସ ପାଖେ ପହଞ୍ଚିବାର ଘଟଣା ସବୁ ତ ନିତିଦିନିଆ କଥା ହୋଇଗଲାଣି ।

Sulia Jatra
ଶୁଲିଆ ଅଞ୍ଚଳରେ ବିକାଶ ଶୂନ୍

ଯାତ୍ରା ପାଇଁ ପ୍ରସିଦ୍ଧି ପାଇଛି ଶୁଲିଆ ଅଞ୍ଚଳ । ହେଲେ ସଦର ମହକୁମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଶୁଲିଆ ଅଂଚଳରେ ବିକାଶ ଶୂନ୍ । ଖଇରଗୁରା ଗାଁ ସ୍କୁଲରେ କ୍ଲାସଘର ନଥିବାରୁ ପ୍ରଥମରୁ ପଞ୍ଚମ କ୍ଲାସ୍ ପିଲା ଗୋଟିଏ  କ୍ଲାସରୁମ୍ ରେ ପାଠପଢୁଛନ୍ତି...

Bats
ଏଇ ଗାଁରେ ହଜାର ହଜାର ବାଦୁଡ଼ି.. ଲୋକେ କହୁଛନ୍ତି ଶୁଭ

ଦିନ ସାରାର ପରିଶ୍ରମ ପରେ ଥକିପଡ଼ି ଯେତେ ଗାଢ ନିଦରେ ଶୋଇଥିଲେ ମଧ୍ୟ ପ୍ରକୃତିର ଆଲାର୍ମରେ ସେମାନେ ଭୋରରୁ ଉଠିପଡ଼ନ୍ତି.. ତେବେ ଏଇ ପ୍ରକୃତିର ଆଲାର୍ମ କଣ ଜାଣନ୍ତି.. ହଜାର ହଜାର ବାଦୁଡ଼ିଙ୍କ ଏକକାଳୀନ ରାବ.. ହଁ.. ଏଇ ଗାଁରେ ଅଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି.. ଆଉ ଏମାନଙ୍କୁ ଅଙ୍ଗରକ୍ଷୀ ଭଳି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ..

Village
ଗାଁର ଅଜବ ନାଁ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ.. ଏପରି ନାଁ ପଛର ରହସ୍ୟ କ’ଣ

କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ ।

Habalikhti, is now in danger
ବିପଦରେ ହବାଳିଖଟି, ଲୀନ ହେବାକୁ ବସିଛି ସମୁଦ୍ରରେ

କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।

Give plastic, take gold
ଦେଶର ଏକମାତ୍ର ଗାଁ : ଯେଉଁଠି ପ୍ଲାଷ୍ଟିକ୍‌ ଦେଲେ ମିଳୁଛି ସୁନା

ଲୋକଙ୍କୁ ସଚେତନ କରିବା ପାଇଁ ସରପଞ୍ଚ ବାବୁଙ୍କ ନିଆରା ପଦକ୍ଷେପ । ପ୍ଲାଷ୍ଟିକ୍‌ ବଦଳରେ ଦେଉଛନ୍ତି ସୁନା ।

Flower Village
ଆସ ବୁଲିଯିବା ଫୁଲର ଗାଁ; ଫୁଲ ଦେଖିବା ତୋଳି ଆଣିବା

ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...

This village of switzerland offering people 49 lakh rupees to move
ଜବରଦସ୍ତ ଅଫର: ଏହି ଗାଁରେ ରହିଲେ ମିଳିବ ୪୯ ଲକ୍ଷ ଟଙ୍କା ! ହେଲେ ମାନିବାକୁ ପଡ଼ିବ ଏହି ସର୍ତ୍ତ...

ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍‌ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍‌ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...

everyone has their own plane
ଏହି ଗାଁରେ ସମସ୍ତେ ଧନୀ; ଘରୁ ବାହାରିଲେ ବିମାନରେ ଉଡୁଛନ୍ତି

ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼େ ଫ୍ଲାଇଟ୍‌

Forget Development, Education Still A Dream For Girls In This Kalahandi Village
ଇଏ ଏମିତି ଏକ ଗାଁ, ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ଝିଅ ପଢିନାହାନ୍ତି ପାଠ

ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍‌ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...

Tribals Deprived Of Safe Drinking Water In Balasore Village
ଏ କିଭଳି ବିକାଶ ! ନର୍ଦ୍ଦମାରୁ ପାଣି ପିଉଛନ୍ତି ଲୋକେ

ଯୋଜନା ଉପରେ ଯୋଜନା.. ଯୋଜନାର ଲମ୍ବା ଚିଠା ଆଉ ଡିଣ୍ଡିମ.. ହେଲେ ଓଡ଼ିଶା ଭଳି ରାଜ୍ୟର ଏ ହେଉଛି ବାସ୍ତବ ଚିତ୍ର.. ୨୦୨୨ ମସିହାରେ ମଧ୍ୟ ଆମ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ପିଇବା ପାଣି ଟୋପାଏ ପାଇପାରୁ ନାହାନ୍ତି..ଦେଖନ୍ତୁ ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡ଼ା ଗାଁରୁ ଏ ରିପୋର୍ଟ.

Cut-Off Odisha Village Gets Bridge After Two Children Seek PM Modi, CM Naveen\'s Help
ବଡ଼ ହାରିଗଲେ, କୁନି ଭାଇ-ଭଉଣୀ ପାରିଲେ

ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା

The Residents Of This Nuapada Village Don\'t Have Aadhaar Card
ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ

ଏ ଗାଁରେ କାହାର ବି ନାହିଁ ଆଧାରକାର୍ଡ । ଗାଁରେ ରହୁଥିବା ଜଣେ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କାହାରି ପାଖରେ ଆଧାରକାର୍ଡ ନାହିଁ ।

Special Story | Village Girl In Nilagiri Earns Fame For Her Creative Art From Broken Earthen Pot
ଖପରା କଳାର ଗାଁ ବାବନ୍ଧ, ନୂଆ ପରିଚୟ ଦେଲା କୁନିଝିଅ ସିଲି

କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ କହୁଛନ୍ତି ଖପରା କଳାର ଗାଁ।

2 Cleared OAS Examination From Same Village
ଗାଁ ହେବ ତ ଏମିତି! ଏକାଥରେ ୨ଜଣ ପାଇଲେ ଓଏଏସ୍, ମିଳିମିଶି ଗ୍ରାମବାସୀ ଦେଲେ ସମ୍ବର୍ଦ୍ଧନା

ଏହି ଗାଁରୁ ଏକାଥରେ ଦୁଇଜଣ ପାଇଛନ୍ତି ଓଏଏସ୍। ଗ୍ରାମବାସୀଙ୍କ ପାଇଁ ଏହାଠାରୁ ବଳି ବଡ଼ ଖବର ଆଉ କଣ ହୋଇପାରେ। ସେଥିପାଇଁ ଗାଁ ଲୋକ ମିଳିମିଶି ଆୟୋଜନ କରିଥିଲେ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ମନ୍ତ୍ରୀ ମଧ୍ୟ ଆସିଥିଲେ ଓଏଏସ୍ ପାଇଥିବା ଗାଁରୁ ଦୁଇ ମେଧାବୀ ପିଲାଙ୍କୁ ଶୁଭେଚ୍ଛା ଜଣେଇବାକୁ।

Martyred jawan
ସୀମାରେ ସହିଦ ହୋଇଗଲା ଯବାନ ପୁଅ, ବାହୁନି କାନ୍ଦୁଛି ମାଆ

ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ ସହିଦର ଆଖ୍ୟା ନେଇ ଫେରିଛି । ପଞ୍ଜାବର ବିଭିନ୍ନ କୋଣ ଅନୁକୋଣରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରଦାସପୁର ହେଉ କି ରୁପର୍ କିମ୍ବା କପୁରଥାଲା, ସବୁଠି ଆଜି ସହିଦଙ୍କ ସମ୍ମାନରେ ନଇଁଛି ମଥା ।

Roads Yet To Reach Many Villages In Mayurbhanj & Jajpur
ନଦୀ ସାଜିଛି ଦୁଃଖ

ନଦୀ ସାଜିଛି ଦୁଃଖ । ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଉଦଳା ଶିମିଳିପାଳ ପାଦଦେଶରେ ଥିବା ଏ ହେଉଛି ବାଲମା ଗାଁ। ଦେଖନ୍ତୁ ଏଠି ଗାଁ ଲୋକେ କେତେ ହନ୍ତସନ୍ତ

Basic Amenities Elude This Ganjam’s Balinkia Village
ନାହିଁ ନାହିଁର ଗାଁ ବାଲିଙ୍କିଆ

ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି।

village
୪ ହଜାର 'ପଡ଼ା' ହେବ ଗାଁ : ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ

ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର