• translate

Tag: Vijay Divas

Indo-Pak 1971 War
କେଉଁ ଚିଠି କି ପଢିକି ସରେଣ୍ଡର କରିଥିଲା ପାକ୍ ସେନା?

ନୂଆଦିଲ୍ଲୀ : 1971 ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା। କିନ୍ତୁ ୨ୟ ପାରା ବାଟାଲିଅନ୍ ଗ୍ରୁପ୍ ଆସିବା ପରେ ପାକିସ୍ତାନୀ ସେନା ବାଂଲାଦେଶର ରାଜଧାନୀ ଢାକାକୁ ଘେରି ରହିଥିଲା। ଏହି ସମୟ ମଧ୍ୟରେ ପାକ୍ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିଆଜୀଙ୍କ ନିକଟକୁ ଏକ ଚିଠି ପଠାଯାଇଥିଲା। କିନ୍ତୁ ପାସ ସେନା ଢାକାରେ ବ୍ୟାପକ ଭାବରେ ବ୍ୟାପିଥିଲେ । ​​କ୍ୟାପଟେନ ନିର୍ବାଣ ଏବଂ ତାଙ୍କ ଦଳ ଏହି ଚିଠିକୁ […]

indian army
୧୯୭୧ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ପୋଷ୍ଟ ଛାଡ଼ି ପଳାଇଥିଲେ ପାକ୍‌ ସେନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍‌ଜାକୁ ନେଇ ଆସିବା ପାଇଁ ଆଗେଇ […]

vijay-diwas
ଜଣେ ବୀର ଯୋଦ୍ଧାଙ୍କ କାହାଣୀ ଯିଏ ଘରେ ପଶି ଶତ୍ରୁଙ୍କୁ ନିପାତ କରିଥିଲେ

ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ…। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର କାହାଣୀ ସ୍ମୃତିକୁ ଆହୁରି ସତେଜ କରିଦିଏ। ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରେ ଭାରତ। ୧୯୭୧ ଭାରତ-ପାକ୍‌ ଯୁଦ୍ଧର ସ୍ମୃତିକୁ ଏହି ଦିବସ ଆହୁରି […]

1971 war
ମାତ୍ର ୧୩ ଦିନରେ ଧୂଳି ଚାଟିଲା ପାକିସ୍ତାନ

ନୂଆଦିଲ୍ଲୀ : ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟ ୧୯୭୧ ମସିହାକୁ ହିଁ ମନେ ପକାନ୍ତି । କାରଣ ଏହି ତାରିଖରେ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ଭାରତର୧୧ ଟି ଏୟାର ଫିଲ୍ଡ ଉପରେ ଆକ୍ରମଣ କରିଥିଲା ।  ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନକୁ କଡା ଜବାବ ଦେବାରେ ସଫଳ ହୋଇଥିଲା ଭାରତ ।  ଘୋମାଘୋଟ ଯୁଦ୍ଧରେ ପାକିସ୍ତାନୀ […]