• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vigilance Raids

livestock inspector
୪୦ ହଜାର ଦରମାରେ କୋଟିପତି, ହିସାବ କରି କରି ଭିଜିଲାନ୍ସ ହାଲିଆ

ଅତି ବେଶୀରେ ମାସକୁ ୪୫ ହଜାର ଦରମା ମିଳୁଥିବ.. ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ସେ.. ଭୁବନେଶ୍ୱର କଳାରାହାଙ୍ଗ LI ଜଗନ୍ନାଥ ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍.. ସମ୍ପତ୍ତିର ହିସାବ କରି କରି ହାଲିଆ ହେଲାଣି ଭିଜିଲାନ୍ସ

vigillance raid
ଭିଜିଲାନ୍ସ ଜାଲରେ ଏଲ୍ଆଇ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।

Vigilance Raids
ଭିଜିଲାନ୍ସ ତନାଘନା, ସରକାରୀ ଚାକିରୀ କରି ଏତେ ଟଙ୍କା ଆଣୁଛନ୍ତି କେଉଁଠୁ?

ଡାକ୍ତରଙ୍କ ଘରେ ଗଦା ଗଦା ଟଙ୍କା । ଅତିରିକ୍ତ ଏଏସପିଙ୍କ ଅମାପ ସମ୍ପତ୍ତି । ଏଡିଏମଙ୍କର ଅଜସ୍ର ଉପାର୍ଜନ, ଆଉ ବିଦ୍ୟୁତ ବିଭାଗ ନୀରିକ୍ଷକଙ୍କ ବେହିସାବ ରୋଜଗାର । ଗଲା କିଛି ଦିନ ଭିତରେ ଭିଜିଲାନ୍ସ ଜାଲର ଫସିଥିବା ଏସବୁ ବଡ଼ ବଡ଼ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ବିଭାଗ ।

Vigilance Raids OSAP Sepoy\'s House In Cuttack
ସିପାହୀଙ୍କ ଘରୁ ପୁଳା ପୁଳା ଟଙ୍କା

ସ୍ପେଶାଲ୍ ସର୍ଚ୍ଚ ଓ୍ୱାରେଣ୍ଟ ବଳରେ OSAP ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଏକାକାଳୀନ ୫ଟି ଯାଗାରେ ଚଢାଉ କରି ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି..

Vigilance Conducts Raids At 5 Places In Sambalpur Associated With Jamankira LAMPS MD
ଜମନକିରା ଲ୍ୟାମ୍ପସ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍

ଜମନକିରା ଲ୍ୟାମ୍ପସ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଫଣିନ୍ଦ୍ର ସାହୁଙ୍କ ଘରେ ରେଡ୍ । ଜମନକିରା ଅଫିସ୍, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

Vigilance Raids Houses & Property Of Odisha Police Constable Sudarsan Pradhan In Ganjam
ଭିଜିଲାନ୍ସ ଜାଲରେ କନେଷ୍ଟବଲ

କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍ ହୋଇଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ।

Vigilance Raids Houses & Property Of Additional DSWO Tandra Sahu In Bargarh
ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO I ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ I ବରପାଲି ଘର ଓ ବରଗଡ଼ ଅଫିସରେ ଭିଜିଲାନ୍ସ ଚଢ଼ାଉ

pan card
ନିମାପଡ଼ା ତହସିଲଦାରଙ୍କ ୫ଟି ପାନ୍ କାର୍ଡ଼ : କଳାଟଙ୍କା କାରବାର ପାଇଁ ମାଷ୍ଟର ପ୍ଲାନ୍

ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି

Constable Prasanna Behera
ବହିଷ୍କୃତ କନଷ୍ଟେବଲଙ୍କ ଘରେ ରେଡ୍

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ଆହୁରି ବଢ଼ିଗଲା.. ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ରେଡ୍ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।