• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vigilance Raid

Police SI Arrested
ଲାଞ୍ଚ ନେଇ ଗିରଫ ହେଲେ ପୋଲିସ SI, ଜବତ ଡିଏଲ୍ ଫେରାଇବା ପାଇଁ ନେଉଥିଲେ ଲାଞ୍ଚ

ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।

Crorepati RTO Arrest
ଭୁବନେଶ୍ୱର-ଗଞ୍ଜାମ-ବୌଦ୍ଧରେ ଅଚଳାଚଳ ସମ୍ପତ୍ତି, କେଉଁଠୁ ଆସିଲା ପଚାରିଲେ ଉତ୍ତର ନାହିଁ ?

ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। 

Revenue supervisor
ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର; ସରକାରୀ ଜମିର ପଟ୍ଟା କରିବାକୁ ନେଇଥିଲେ ଲାଞ୍ଚ !

କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ ।

MVI
ଭିଜିଲାନସକୁ ଜଳକା କଲା ନୟାଗଡ଼ MVIଙ୍କ ଆୟ ବହିର୍ଭୂତ ସମ୍ପତ୍ତି

5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ ।

MVI
ଖାଇ ଖୋଳ କରିଦେଇଛନ୍ତି MVI ବାବୁ; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍‌

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI ।

Chief Supplies officer
ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; ବାହାରୁଛି ପୁଳାପୁଳା ସୁନା ଆଉ ପ୍ଲଟ୍‌

ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ ।

Vigilance raid in Junior Engineer house
ପୂର୍ବରୁ ବାପା ଦୁର୍ନୀତିରେ ଫସିଥିଲେ, ଏବେ ପୁଅର ଆଲିସାନ ଘରେ ପଶିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତ ଧରାପଡ଼ିଛନ୍ତି, ତାଙ୍କ ବାପା ମଧ୍ୟ ଦୁର୍ନୀତି ଅଭିଯୋଗରେ ଫସିଥିଲେ ।

Vigilance Raid
କୋଟିଏ ଟଙ୍କାର ଘର ! ପ୍ରତି କୋଣରେ ଇଣ୍ଟେରିଅର କାମ, ସବୁ ଦାମୀ ଜିନିଷ

ଆଲିସାନ କୋଠା ସହ ବିପୁଳ ଧନର ହିସାବ କରୁଛି ଭିଜିଲାନ୍ସ । କରିତକର୍ମା ପୁଅ ପାଇଁ ଅକଳରେ ପଡ଼ିଗଲେ ରିଟାୟାର୍ଡ ବାପା ।

IIC Sushant Satpathy under vigilance scanner
ଥାନା ବାବୁଙ୍କ ଓଲିଉଡ୍ ଲିଙ୍କ୍ ! ଫିଲ୍ମ, ସିରିଏଲରେ ଅଭିନୟ କରିଥିଲେ ସୁଶାନ୍ତ...

ଖୋଲୁଛି ଥାନା ବାବୁ ସୁଶାନ୍ତ ଶପତଥୀଙ୍କ ଗୁମର । ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ।

Vigilance Raid
ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Arrest
ଭିଜିଲାନ୍ସ ଜାଲରେ ପୋଲିସ SI, ଜବତ ବାଇକ୍ ଛାଡ଼ିବା ପାଇଁ ନେଉଥିଲେ ୧୫ ହଜାର ଲାଞ୍ଚ

କୋର୍ଟ ଅନୁମତି ପରେ ବି ଛାଡ଼ୁନଥିଲେ ଜବତ ଗାଡ଼ି….ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର SI ବିକ୍ରମ କିଶୋର ଦେହୁରୀ …

Odisha Ayurvedic college principal in Vigilance net: Cash, plots and vehicles seized
ପ୍ରିନ୍ସପାଲଙ୍କର ଅଚଳାଚଳ ସମ୍ପତ୍ତି; ବାହାରିଲାଣି ୨୮ଟି ପ୍ଲଟ, ୩ ବହୁତଳ କୋଠା

ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।

Vigilance Raid
ପ୍ରିନସପାଲ୍‌ଙ୍କ ଅମାପ ସମ୍ପତ୍ତି; ୩ଟି ଯାକ କାର୍‌ର ନମ୍ବର ୩୨୩୨

ଜଣେ ପ୍ରିନ୍ସପାଲଙ୍କର ମଧ୍ୟ ଏତେ ସମ୍ପତ୍ତି ଥାଇପାରେ । ୧୬ଟି ପ୍ଲଟ, ୩ଟି ବହୁତଳ ପ୍ରାସାଦ ଭଳି ଘର, ୫୦ ଲକ୍ଷ ଟଙ୍କାର ଜମାରାଶି । ତା’ସହିତ ୩ଟି ଦାମୀ ୪ ଚକିଆ ଗାଡ଼ି ।

Vigilance Raid
ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ୍

ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।

Vigilance Raid
CBI କବଜାରେ ଡାକ୍ତର... ଏତେ ଟଙ୍କା ଦେଖି ଭିଜିଲାନ୍ସ ବି କାବା...

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା

Vigilance nabs OSAP commandant with ill-gotten bribe money in Bhubaneswar
ଲାଞ୍ଚ ଟଙ୍କା ସହ OSAP କମାଣ୍ଡାଣ୍ଟଙ୍କୁ ଧରିଲା ଭିଜିଲାନ୍ସ, ବେଆଇନ୍‌ ଭାବେ ଲକ୍ଷାଧିକ ଟଙ୍କା ପାଖରେ ରଖିଥିଲେ...

ବେଆଇନ୍‌ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି।

Vigilance Raid In Battalion Commandant House
ଲାଞ୍ଚ ଟଙ୍କା ଧରି ସରକାରୀ ଗାଡ଼ିରେ ଯାଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌...

ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।

IIC Arrested
ଲୋଭ ହେଲା କାଳ; ଲକ୍ଷେ ଟଙ୍କା ଲାଞ୍ଚ ନେଇ ଫସିଲେ IIC

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।

IIC and ASI caught red handed by vigilance
ମାସିକିଆ ବଟି ନେବାବେଳେ IIC, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି।

Adl Sub Collector
କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?

ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି ।

Adl Sub Collector
ମାତ୍ର ସାଢେ ୩ ବର୍ଷରେ କୁଆଡୁ ଆସିଲା ୫ କୋଟିର ସଂପତ୍ତି ?

ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?

Prasanta Rout arrested
ଗଣିଗଣି ହିସାବ ଦେଲା ଭିଜିଲାନ୍ସ; ପ୍ରଶାନ୍ତଙ୍କ ସମ୍ପତ୍ତି ୫ କୋଟିରୁ ଊର୍ଦ୍ଧ୍ୱ

୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ ।

Vigilance raid on Nabarangpur additional sub collector
ଛାତ ଉପରେ ବିଡ଼ାବିଡ଼ା ଟଙ୍କା, ଖାଲି ୫୦୦ ଟଙ୍କିଆ...

ପଡ଼ୋଶୀଙ୍କ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ ହୋଇଛି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତରୁ ଏହିସବୁ ଟଙ୍କା ଜବତ ହୋଇଛି। 

Odisha Vigilance sleuths raid properties of Nabarangpur additional Sub Collector
ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌, ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ

 ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।

Odisha vigilance raids properties of ex-DSWO of Bhadrak
କୋଟିପତି ଲେଡି ଅଫିସରଙ୍କ ମାଳ ମାଳ କୋଠା, ଜମି...

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍‌।