• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vidyut Jammwal

vidyut jammwal arjun rampal starrer high voltage action movie crakk
ଏକାଠି ହେବେ ଅର୍ଜୁନ-ବିଦ୍ୟୁତ; 'କ୍ରାକ୍‌’ରେ କରିବେ ଦମଦାର ଆକ୍ସନ

ଆଗାମୀ ଚଳଚ୍ଚିତ୍ର 'କ୍ରାକ୍‌’ ପାଇଁ ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ଫିଲ୍ମ 'କ୍ରାକ୍‌'ର ବିସ୍ଫୋରକ ଟ୍ରେଲର୍‌ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

Vidyut jamwal shared his nude photos from jungle
ନ୍ୟୁଡ୍ ଅବତାରରେ ବିଦ୍ୟୁତ ଜାମୱାଲ; ରାମ ଗୋପାଲ ବର୍ମା କହିଲେ ଗ୍ରୀକ୍ ଗଡ୍

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଦ୍ୟୁତ ଜାମୱାଲଙ୍କ ନ୍ୟୁଡ୍ ଫଟୋ। ଅଭିନେତାଙ୍କ ଏହି ପୋଷ୍ଟ୍‌କୁ ଦେଖି କେତେକ ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି। ରାମ ଗୋପାଲ ବର୍ମା କିନ୍ତୁ ତାଙ୍କର ଏହି ପୋଷ୍ଟ୍‌କୁ ପସନ୍ଦ କରି ଗ୍ରୀକ୍ ଗଡ୍ ବୋଲି କହିଛନ୍ତି।

Commando official trailer release fans said no one can replace vidyut jammwal
ରିଲିଜ୍ ହୋଇଛି ‘କମାଣ୍ଡୋ’ର ଟ୍ରେଲର; ଲୋକେ କହିଲେ ବିଦ୍ୟୁତ ଜାମୱାଲଙ୍କ ସ୍ଥାନ କେହି ନେଇପାରିବେ ନାହିଁ

ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍‌ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।

Vidyut Jammwal starrer ib-71 performed well in 8 days amid Chatrapathi
ସାଉଥ୍‌ କାହାଣୀକୁ କାଟିଲା ବଲିଉଡ୍; ‘ଛତ୍ରପତି’କୁ ପଛରେ ପକେଇ 'ଆଇବି ୭୧' ଆଗରେ

ସବୁବେଳ ପରି ଏଥର ବି ସାଉଥ୍ ଓ ବଲିଉଡ୍ ଭିତରେ ଟକ୍କର ଦେଖିବାକୁ ମିଳିଛି। ଶ୍ରୀନିବାସ ବେଲମକୋଣ୍ଡା ଷ୍ଟାରର୍ ‘ଛତ୍ରପତି’ ଏବଂ ବିଦ୍ୟୁତ ଜାମୱାଲ୍‌ ଅଭିନୀତ ‘ଆଇବି ୭୧’ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ପରିସରରେ ରହିଛି। ତେବେ ରୋଜଗାର ଦୃଷ୍ଟିରୁ କିଏ ଆଗରେ ଅଛି ଆସନ୍ତୁ ଜାଣିବା।

Vidyut jammwal nandita mahtani break up after 2 years engagement
ଅଲଗା ହେଲେ କି ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀ

ବଲିଉଡ୍‌ ଦୁନିଆରେ ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀଙ୍କ ବ୍ରେକଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି। ତାଜମହଲରେ ରୋମାଣ୍ଟିକ୍ ଷ୍ଟାଇଲ୍‌ରେ ହୋଇଥିଲା ଏନ୍‌ଗେଜ୍‌ମେଣ୍ଟ୍।

Vidyut Jamwal doing action film with Chuck Russell
ହଲିଉଡ୍‌ରେ ଆକ୍ସନ ଷ୍ଟଣ୍ଟ୍ ଦେବେ ବିଦ୍ୟୁତ ଜାମୱାଲ୍‌

ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍‌କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।

Hollywood filmmaker wants remake rights of Sanak
ହଲିଉଡ୍‌ରୁ ଆସିଲା ଅଫର୍; ରିମେକ୍ ହେବ ବଲିଉଡ୍‌ର ଏହି ଫିଲ୍ମ

ହଲିଉଡ୍‌ରେ ରିମେକ୍ ହେବ ବଲିଉଡ୍‌ର ଏକ ଫିଲ୍ମ। ଏନେଇ ଆମେରିକାରୁ ଆସିଛି ଅଫର୍। ଏନେଇ ଏହି ଫିଲ୍ମର ନିର୍ମାତା ଭିପୁଲ ଅମ୍ରୁତଲାଲ୍ ଶାହାଙ୍କ ଖୁସି କହିଲେ ନ ସରେ। ଏହା କେଉଁ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ…

Khuda hafiz chapter 2 agnipariksha movie review
ଦମଦାର ଆକ୍ସନ ସହ ଆସୁଛନ୍ତି ବିଦ୍ୟୁତ ଜାମୱାଲ

ଆସୁଛି ବିଦ୍ୟୁତ ଜାମୱାଲଙ୍କ ନୂଆ ଫିଲ୍ମ 'ଖୁଦା ହାଫିଜ ଚାପ୍ଟର୍ ୨'। ଜବରଦସ୍ତ ଆକ୍ସନ ନେଇ ଆସୁଛନ୍ତି ବିଦ୍ୟୁତ ଜାମୱାଲ। ଜାଣନ୍ତୁ ଫିଲ୍ମର କାହାଣୀ

Vidyut Jammwal reaction on being compared with Hrithik Roshan and Tiger Shroff
ହ୍ରିତିକ ରୋଶନ, ଟାଇଗର ଶ୍ରଫ୍‌ଙ୍କ ଠାରୁ ଆଗରେ କି ବିଦ୍ୟୁତ ଜାମୱାଲ୍‌

ବିଦ୍ୟୁତ ଜାମୱାଲ୍‌ଙ୍କୁ ହ୍ରିତିକ ରୋଶନ, ଟାଇଗର ଶ୍ରଫ୍‌ଙ୍କ ସହ ତୁଳନା କରାଯିବାରୁ ପ୍ରତିକ୍ରିୟା ଦେଲେ ବିଦ୍ୟୁତ। ସେ କହିଲେ…

Vidyut Jammwal’s Sanak trailer launch
ରିଲିଜ୍ ହେଲା ବିଦ୍ୟୁତ ଜାମୱାଲଙ୍କ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର

ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲରଟି ବହୁତ ଭଲ ହୋଇଥିବା ଦେଖାଯାଏ। ଏଥିରେ ଏକ ଭାବପ୍ରବଣ କାହାଣୀ ଓ ମଜବୁତ୍ ଆକ୍ସନକୁ ମିକ୍ସ କରାଯାଇଛି। ପ୍ରାୟ ୨ ମିନିଟ୍ ୩୬ ସେକେଣ୍ଡର ଏହି ଟ୍ରେଲରଟି ବିଦ୍ୟୁତ୍ ଜାମୱାଲ୍ ଓ ତାଙ୍କ ପତ୍ନୀଙ୍କଠାରୁ ଆରମ୍ଭ ହୋଇଛି। ତାଙ୍କ ପତ୍ନୀ ହାର୍ଟ ଅପରେସନ କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ଅପରେସନ୍ ରୁମ୍‌କୁ ନିଆଯାଉଛି।

Vidyut-Nandita
ବିଦ୍ୟୁତ୍ ଜାମୱାଲ୍ ଜଣେଇଲେ ନନ୍ଦିତା ମେହତାନୀଙ୍କ ସହ ତାଙ୍କ ନିର୍ବନ୍ଧ

ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜାମୱାଲ୍ ତାଙ୍କ ପ୍ରେମିକା ଫେସନ୍‌ ଡିଜାଇଜର୍ ନନ୍ଦିତା ମେହତାନୀଙ୍କ ସହ ନିଜ ସଂପର୍କର ନୂଆ ନାମ ଦେଇଛନ୍ତି। ନନ୍ଦିତା ଜଣେ ଫେସନ ଡିଜାଇନର ହୋଇଥିବା ବେଳେ ସେ ବଡ ବଡ ସେଲିବ୍ରିଟିମାନଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ବିଦ୍ୟୁତ ଜାମୱାଲା ତାଙ୍କ ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି। ବାସ୍ତବ କଥା ହେଉଛି ସେପ୍ଟେମ୍ବର ୧ରେ ବିଦ୍ୟୁତଙ୍କ ନିର୍ବନ୍ଦ ନନ୍ଦିତାଙ୍କ ସହ ହୋଇଥିଲା। କିନ୍ତୁ ସେତେବେଳେ ସେ ଏହା ନ କହି ବର୍ତ୍ତମାନ ଘୋଷଣା କରିଛନ୍ତି।

Vidyut Jamwala
ବିଦ୍ୟୁତ୍ ଜାମୱାଲାଙ୍କ ନିର୍ବନ୍ଧ ଶେଷ; ଜାଣନ୍ତୁ କିଏ ସେ ସୌଭାଗ୍ୟବତୀ

ବଲିଉଡ ଆକ୍ସନ ହୀରୋ ବିଦ୍ୟୁତ୍ ଜାମୱାଲା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ଫେସନ ଡିଜାଇନର୍ ନନ୍ଦିତା ମେହତାନୀ ସେମାନଙ୍କ ସଂପର୍କକୁ କ’ଣ ନୂଆ ନାମ ଦେଇଦେଲେ କି? ଏଭଳି ପ୍ରଶ୍ନ ଏଇଥିପାଇଁ ଯେ ଉଭୟଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି କାରଣରୁ ଉଭୟଙ୍କୁ ନେଇ ଚର୍ଚ୍ଚା ବଢିଯାଇଛି। ସେମାନଙ୍କ ନିର୍ବନ୍ଧ ହୋଇଯାଇଥିବା ଆଲୋଚନା ହେଉଛି। ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣେଇଛନ୍ତି।