• translate

Tag: Vaccine

covid vaccine
ବୁଷ୍ଟର ଡୋଜ୍ ସପକ୍ଷରେ WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।

covaxin
ଛୋଟ ପିଲାଙ୍କୁ ଟିକାକରଣ ପାଇଁ ମିଳିନି ଅନୁମତି, ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଛୋଟ ପିଲାଙ୍କୁ କରୋନା ଟିକା ଦେବାକୁ ମିଳିନି ଅନୁମତି । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ସୁପାରିସ ଘଟଣାରେ  ଭାରତୀ ପ୍ରବୀଣ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

covid vaccine
ଦ୍ଵିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି କି ଲୋକେ!

କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।

covishield vaccine
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍

କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍। କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ୍‌କୁ ଅନୁମତି ଦେଇଛି ଆମେରିକା। ଇଟ୍ ହାଉସ୍ ଏବେ କହିଛି ଯେଉଁ ଭାରତୀୟ ୨ଟି ଯାକ ଡୋଜ୍ ନେଇଥିବେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ।

Johnson & Johnson
ଗୋଟିଏ ଡୋଜରେ କରୋନା ଉଭାନ୍ ! ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆହୁରି ଅଧିକ…

vaccine
ଏଣିକି ଏହି ଦେଶରେ ଭ୍ୟାକ୍ସିନ ନେଲେ ମିଳିବ ଲଟେରୀ ଟିକଟ ସହ ମୋଟା ଅଙ୍କର ଉପହାର..

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି…