Tag: Uttarpradesh

gun
ଡବଲ ମର୍ଡର ଘଟଣାରେ ନବମ ଶ୍ରେଣୀ ଛାତ୍ର ଗିରଫ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଡବଲ୍‌ ମର୍ଡର ଘଟଣାରେ ପୁଲିସ ଜଣେ ନବମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ ଜଣ ଗିରଫ ହେବା ପରେ ବୁଧବାର ରାତିରେ ନବମ ଶ୍ରେଣୀର ଛାତ୍ରକୁ ପୁଲିସ୍‌ ଗିରଫ କରି ଜେଲ୍ ପଠାଇଛି। ଘଟଣା ଅନୁସାରେ, ବରଗଦବା ଗାଁରେ ଏକ ନଦୀ ପାଖରେ ଦୁଇ ଦାଦା ପୁଅ ଭାଇ କୃଷ୍ଣା (୨୫) ଓ ଦିବାକର (୨୩)ଙ୍କୁ ୯ ଏମଏମ […]

parliament
୨୬ଟି ରାଜ୍ୟସଭା ଆସନ ପାଇଁ ଚାଲିଛି ନିର୍ବାଚନ

ନୂଆଦିଲ୍ଲୀ:  ଆଜି ଦେଶର ୭ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି। ଉତ୍ତର ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ସିଟ୍ ପାଇଁ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୫ଟି, କର୍ଣ୍ଣାଟକର ୪ଟି, ତେଲେଙ୍ଗାନାର ୩ଟି, ଝାଡଖଣ୍ଡର ୨ ଏବଂ ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଛି। ଏହାସହ କେରଳର ଗୋଟିଏ ଆସନରେ ଉପନିର୍ବାଚନ ହେଉଛି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି […]