• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uttarakhand

Live-In Relationships
ରହୁଛନ୍ତି କି ଲିଭ୍‌-ଇନ୍‌ରେ ? ତଥ୍ୟ ନ ଦେଲେ ୩ ମାସ ଜେଲ୍‌, ଗଣିବେ ୨୫ ହଜାର !

ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍‌ ଲିଭ୍‌-ଇନ୍‌ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ ।

Two women fight tiger to rescue their friend in Uttarakhand
ଜଙ୍ଗଲରେ ଟାଣିଟାଣି ନେଉଥିଲା ବାଘ; ଦୁଇ ମହିଳା ବଞ୍ଚାଇଲେ ବନ୍ଧୁର ଜୀବନ

୩ ଜଣ ମହିଳା ଜଙ୍ଗଲକୁ ଯାଇଥିଲେ । ସେଠାରେ କିଛି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ ।

Uttarakhand tunnel rescue
୧୭ ଦିନର ସେହି ଅନ୍ଧାରୀ କାହାଣୀ; ଭାଇରାଲ ହେଲା ଟନେଲ ଭିତର ଭିଡିଓ

ବର୍ତ୍ତମାନ ଟନେଲ୍‌ ଭିତରେ ଶ୍ରମିକମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଟନେଲ ଭିତରେ ଫସି ରହିଥିବା ଜଣେ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

Tunnel Tragedy
ଉତ୍ତରକାଶୀ ଟନେଲରୁ କେମିତି ବାହାରିବେ ୪୧ ଶ୍ରମିକ ? ଆଜିଠୁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ

ଉତ୍ତରକାଶୀର ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର ଲାଗି ମାଷ୍ଟର ପ୍ଲାନ୍। ତିଆରି ହୋଇଛି ୬-୬ ଟି ରଣନୀତି। ପ୍ଲାନ-ଏ'ରେ ସୁଡଙ୍ଗର ସିଲକ୍ୟାରା ପଟୁ ଅଗର ମେସିନ ଭାଙ୍ଗିଯିବା ପରେ ଆଜି ପ୍ଲାନ-ବି ଅନୁସାରେ ଆରମ୍ଭ ହୋଇଛି ଭର୍ଟିକାଲ ଡ୍ରିଲିଂ।

Uttarakhand Tunnel Accident
‘ଭାଇ..ମୁଁ ମାଟି ତଳେ ଫସିଥିବା କଥା ମା’କୁ କହିବୁନି’

ମା’ ପାଇଁ ଚିନ୍ତାରେ ଅନ୍ଧାରୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ, ଭାଇ ସହ କଥା ହେବା ପରେ ଘରେ ଏକଥା ନଜଣାଇବା ପାଇଁ ଅନୁରୋଧ କରିଛନ୍ତି...କହିଛନ୍ତି, ଭାଇ ମୋ କଥା ମା’କୁ କହିବୁନି...ସେ ମୋତେ ଭାରି ଭଲପାଏ..ମୋ କଥା ଜାଣିଲେ କାନ୍ଦିବ... ଏପଟେ ଭାଇ ସହ କଥା ହେବା ପରେ ବଡ଼ ଭାଇ କାନ୍ଦି ପକାଇଛନ୍ତି...

Tunnel Collapsed
୬ ଦିନ ହେଲା ଉତ୍ତରକାଶୀ ଅନ୍ଧାରୀ ଟନେଲରେ ଅଟକିଛି ୪୦ ଜୀବନ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ। ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି...

Tunnel Collapsed
ଉତ୍ତରକାଶୀରେ ୩୬ ଘଣ୍ଟା ଧରି ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ

ଉତ୍ତରକାଶୀର ଯମୁନେତ୍ରୀ ଜାତୀୟ ରାଜପଥର ଇଏ ହେଉଛି ସେଇ ନିର୍ମାଣାଧୀନ ଟନେଲ୍ ଯେଉଁଠି ଘଟିଛି ବଡ଼ ଅଘଟଣ। ହଠାତ୍ ମାଟି ଧସିବାରୁ ପାଖାପାଖି ୩୬ ଘଣ୍ଟା ଧରି ଫସିଛନ୍ତି ୪୦ ଶ୍ରମିକ।

Tunnel Collapsed
୩୬ ଘଣ୍ଟା ଧରି ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ, ଉଦ୍ଧାର ପାଇଁ ଚାଲିଛି ବଡ଼ ଅପରେସନ୍

ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।

Uttarkashi
ଚାଲିଥିଲା ଟନେଲ ନିର୍ମାଣ, ରାତି ଅଧରେ ଭୁଶୁଡ଼ିଗଲା ! ଫସିଗଲେ ୪୦ ଶ୍ରମିକ

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।

Uttarakhand HighCourt
ଅଜବ ପ୍ରଶ୍ନ ! ବୋମା ବିଷ୍ଫୋରଣରେ ମୃତ୍ୟୁ, ହତ୍ୟା ନା ଅଘଟଣ ପର୍ଯ୍ୟାୟଭୁକ୍ତ ହେବ ?

ଏହି ପ୍ରଶ୍ନ ପଚରାଯିବା ପରେ ଉତ୍ତର ପାଇଁ A, B, C ଏବଂ D ଏହିପରି ଚାରୋଟି ବିକଳ୍ପ ରହିଥିଲା। ଯାହାର ଉତ୍ତର ଦେଇ ଅନେକ ଉତ୍ତରଦାତା ଅପ୍ସନ୍ 'ଏ' ବାଛିଥିଲେ ।

Uttarakhand bus accident
ଗଭୀର ଖାଇକୁ ଖସିଲା ବସ୍; ୮ ମୃତ, ୨୭ ଆହତ

ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସଟିରେ ଗୁଜରାଟର ଯାତ୍ରୀମାନେ ଥିବା ସୂଚନା ମିଳିଛି । ବସରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ ।

Uttarakhand
ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ; ଜଳପ୍ରଳୟ ନେଲାଣି ୩୭ ଜୀବନ

୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା ।

YouTuber
ପୂରା ଗାଁକୁ ୟୁଟ୍ୟୁବର ଦେଲେ ମୋମୋ ପାର୍ଟି

ପ୍ରାୟ ସମସ୍ତେ ଜାଣନ୍ତି ଜଣେ ୟୁଟ୍ୟୁବର ମାସକୁ ଲକ୍ଷ ଲକ୍ଷ ଟଙ୍କା ଇନ୍‌କମ୍‌ କରନ୍ତି । ଖାଲି ସେତିକି ନୁହେଁ, ନିଜର କଳା ଓ ପ୍ରତିଭା ଦ୍ୱାରା ଜଣେ ବ୍ୟକ୍ତି ଦେଶ-ଦୁନିଆରେ ପରିଚିତ ମଧ୍ୟ ହୋଇଥା’ନ୍ତି ।

Kedarnath
କେଦାରନାଥରେ ମୃତ୍ୟୁ ମୁଖରୁ ବଞ୍ଚିଲେ ଓଡ଼ିଆ ଭକ୍ତ ! ଆଉ ବଖାଣିଲେ ପୁରା କାହାଣୀ..

କଣ ହେଲା, କେମିତି ହେଲା କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା, ଆଉ ଆଖି ବୁଜିସାରିଥିଲେ କେଦାରନାଥଙ୍କ ଭକ୍ତ ।

Uttarakhand Bus Accident
ଖାଇକୁ ଖସିଲା ବରଯାତ୍ରୀ ବସ୍‌ : ଦୁର୍ଘଟଣାରେ ୨୫ ମୃତ

ବରଯାତ୍ରୀ ନେଇ ଆଉ ଫେରିଲାନି ବାହାଗାଡ଼ି । ରାସ୍ତାରେ ୨୫ ଜଣଙ୍କ ଜୀବନ ଚାଲିଗଲା ।

Uttarkashi
ଉତ୍ତରାଖଣ୍ଡରେ ବଡ଼ ଅଘଟଣ ! ହିମସ୍ଖଳନରେ ୨୮ ଜଣ ପର୍ବତାରୋହୀ ଫସିଥିବା ଆଶଙ୍କା

ବରଫ ତଳେ ଫସିରହିଛି ପର୍ବତାରୋହୀଙ୍କ ଜୀବନ । ରେସ୍କ୍ୟୁ ଅପରେସନ୍‌ ଆରମ୍ଭ ହୋଇଛି ।

Uttrakhand Land Slide
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଭୂସ୍ଖଳନ ପାଇଁ ଚାରିଧାମ ଯାତ୍ରା ବନ୍ଦ

ରୁଦ୍ରପ୍ରୟାଗ ଜିଲ୍ଲା ତରସାଲି ଗାଁରେ ଧସିଲା ପାହାଡ଼ । ଜାତୀୟ ରାଜପଥ ବନ୍ଦ ହୋଇ ରହିଛି  ।

Uttarakhand
ଉତ୍ତରାଖଣ୍ଡର ସ୍ଥିତି ସଙ୍ଗୀନ: ଭାଙ୍ଗିଲା ଘର, ଭାସିଲା କାର

ଉତ୍ତରାଖଣ୍ଡର ପିଥୁରାଗଡ଼ ଜିଲ୍ଲାର ଧାରଚୁଲାରେ ସ୍ଥିତି ସଙ୍ଗୀନ। ବାଦଲ ଫଟା ବର୍ଷା ହେବାରୁ ଅଧ ରାତିରେ ଭାସିଲେ ଲୋକେ, ଭାଙ୍ଗିଲା ଘର। ପାର୍କିଂରେ ଥିବା କାର କୁଆଡେ ଗଲା ମିଳୁନି ଖବର।

9 Dead As Vehicle Falls In Uttarakhand River
ନଦୀକୁ ଖସି ପଡ଼ି ପାଣି ସୁଅରେ ଭାସିଗଲା ଟୁରିଷ୍ଟ୍‌ ଗାଡ଼ି, ଉଦ୍ଧାର ପରେ ମିଳିଲା...

ନଦୀକୁ ବସ୍‌ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି।

Bus Accident
ଉତ୍ତରାଖଣ୍ଡରେ ଖାତକୁ ଖସିଲା ବସ୍; ୨୨ ମୃତ, ୬ ଗୁରୁତର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା ।

Road Accident
ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ, ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

 Uttarakhand Rains
ଉତ୍ତରାଖଣ୍ଡ ବିତ୍ପାତ: ମିଳିଲା ୧୨ ଟ୍ରେକର୍‌ଙ୍କ ମୃତଦେହ

ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ସୂଚନା ମିଳିଛି। ଲାମ୍‌ଖାଗା ଗିରିପଥରେ ମୋଟ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ।

ବାଦଲ ଫଟା ବର୍ଷା ନେଲାଣି ୪୦ ଜୀବନ

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଚାଲିଛି ରେସ୍କ୍ୟୁ ଅପରେସନ। ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା୪୦କୁ ବୃଦ୍ଧି ପାଇଛି। ନୈନିତାଲ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Uttarakhand
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କା : କେଦାରନାଥ ଯାତ୍ରା ଉପରେ ରୋକ୍

ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି

Narendra Modi
୭ ଅକ୍ଟୋବର ମୋଦିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ: ଜାଣନ୍ତୁ କାହିଁକି?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।