କୋଭିଡ୍-୧୯କୁ ‘କୁଙ୍ଗ୍ ଫ୍ଲୁ’ ନାମକରଣ କରି ଚାଇନାକୁ ଟାର୍ଗେଟ୍ କଲେ ଟ୍ରମ୍ପ Jun 21, 2020 ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍ ବ୍ୟାପିବା ନେଇ ଚୀନ୍କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ 'କୁଙ୍ଗ୍ ଫ୍ଲୁ'…