• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Us President Joe Biden

Solar Geo Engineering
ପୃଥିବୀପୃଷ୍ଠରୁ ଲୁଚାଇ ଦିଆଯିବ ସୂର୍ଯ୍ୟକିରଣ ! ବିଶ୍ୱତାପନ ବୃଦ୍ଧିରୁ ମୁକ୍ତି ପାଇବାକୁ ଆମେରିକାର ଯୋଜନା

ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜ ର ମୁକାବିଲା କରାଯାଇପାରିବ କି ନାହିଁ, ସେନେଇ ଖୋଲା ମତ ଲୋଡ଼ିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

US President Joe Biden
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ମର୍ମାହତ ଆମେରିକା ରାଷ୍ଟ୍ରପତି; କହିଲେ..ଏମିତି ଭୟଙ୍କର ଦୁର୍ଘଟଣା..

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ଦୁର୍ଘଟଣାରେ ମୃତାହତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । 

diwali festival in white house
ଦିୱାଲିରେ ବାଇଡେନ ଜାଳିଲେ ଦୀପ, ଚମକିଲା ହ୍ୱାଇଟ ହାଉସ

ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ ଜ୍ଞାନର ଏହି ଦୀପ ଏବେ ଭାରତୀୟଙ୍କ ଘର ଅଗଣାରୁ ଯାଇ ପହଞ୍ଚିଛି ହ୍ୱାଇଟ ହାଉସରେ

Joe Baiden
ରେଷ୍ଟୁରାଣ୍ଟରୁ ଡିସ୍‌କାଉଣ୍ଟରେ ଖାଇବା ଅର୍ଡର କଲେ ବାଇଡେନ; ଭିଡିଓ ଭାଇରାଲ

ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍‌କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?

Al Qaeda Chief Killed In US Airstrike
ଅଲ୍-କାଏଦା ମୁଖ୍ୟକୁ ସଫା କରି ୩,୦୦୦ ପରିବାରର ବଦ୍‌ଲା ନେଲା ଆମେରିକା

ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି।

Al-Qaeda Chief Al-Zawahiri Killed In Afghanistan
ଡ୍ରୋନ୍‌ ଆକ୍ରମଣ କରି ବଡ଼ ଆତଙ୍କବାଦୀକୁ ସଫା କଲା ଆମେରିକା

ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।

US President Joe Biden Accidentally Reads The Part On The Teleprompter
ଟିଭିରେ ଭାଷଣ ଦେବା ବେଳେ ବାଉଳା ହୋଇଗଲେ ଆମେରିକା ରାଷ୍ଟ୍ରପତି, ଭୁଲ୍‌ରେ ପଢ଼ିଦେଲେ...

ଟେଲିଭିଜନରେ ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟେଲିପ୍ରମ୍ପଟରରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭୁଲ୍‌ରେ ପଢ଼ି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

PM Modi- Joe Baiden
୨୪ରେ ବାଇଡେନ ମୋଦି ସାକ୍ଷାତକାର

୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍‌ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍‌ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।

Biden in Taliban Look
ସାମ୍ନାକୁ ଆସିଲା ବାଇଡେନଙ୍କ ତାଲିବାନ ଅବତାର

ଆଫଗାନିସ୍ତାନ ଆଜି ତାଲିବାନୀଙ୍କ କବ୍‌ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରବା ପରେ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛନ୍ତି। ତାଲିବାନୀ ଆତଙ୍କରେ ଥରହର ହେଉଛନ୍ତି ଆଫଗାନବାସୀ। ଏଥିପାଇଁ ବାଇଡେନଙ୍କୁ ଦୋଷ ଦେଇ ତାଲିବାନ ବେଶରେ ସଜାଇଲେ ଆମେରିକାବାସୀ।

US president Joe Biden speech
ମିଶନ ଶେଷ, ଏବେ ଆଫଗାନିସ୍ତାନ ମିଳିତ ସରକାର ସହ ମିଶି କାମ କରିବୁ-ବାଇଡେନ

 ‘ମୋର ବିଶ୍ୱାସ ଏହା ସଠିକ ନିଷ୍ପତ୍ତି, ଚତୁର ନିଷ୍ପତ୍ତି ଏବଂ ଶ୍ରେଷ୍ଠ ନିଷ୍ପତ୍ତି। ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ମୁଁ ଦେଶର ଚତୁର୍ଥ ରାଷ୍ଟ୍ରପତି। ମୁଁ ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲି, ପାଳନ କରିଛି।’

US President Joe Biden
୬୦ ହଜାର ଆଫଗାନବାସୀଙ୍କୁ ଉଦ୍ଧାର କରାଯିବ: ବାଇଡେନ୍

ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ  ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା।

US president Joe Biden
ଅଶରଫ ଘନିଙ୍କୁ ଟାର୍ଗେଟ କଲେ ବାଇଡେନ: କହିଲେ, କଠିନ ସମୟରେ ଦେଶ ଛାଡ଼ି ପଳାଇଗଲେ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରି ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି।

US President Joe Biden
ତାଲିବାନକୁ ଧମକ ଦେଲେ ବାଇଡେନ; କହିଲେ, ଆମର କ୍ଷତି କଲେ ସାଂଘାତିକ ଫଳ ଭୋଗିବ

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି।