• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Union Minister Nitin Gadkari

Petrol
ଏଣିକି ୧୫ ଟଙ୍କାରେ ମିଳିବ ପେଟ୍ରୋଲ

ଆଶ୍ୱସ୍ତି ! ଏଣିକି ମାତ୍ର ୧୫ ଟଙ୍କାରେ ମିଳିବ ପେଟ୍ରୋଲ...ବତାଇ ଦେଲେ ପୂରା ଫର୍ମୁଲା

Union Minister Nitin Gadkari
୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ, ଫର୍ମୁଲା କହିଲେ ଗଡ଼କରୀ

ଦରଦାମର ମାୟାଜାଲ ଭିତରେ ଛନ୍ଦି ହୋଇ ତ୍ରାହି ତ୍ରାହି ଡାକୁଥିବା ଜନତାଙ୍କୁ ମିଳିବ ଆଶସ୍ତି । ଆଶାତୀତ ଭାବରେ କମ୍ ହୋଇଯିବ କନ୍ଦାଉଥିବା ପେଟ୍ରୋଲ ଦର । ମାତ୍ର ୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଉଦୟପୁର ବିଭାଗର ପ୍ରତାପଗଡ ଜିଲ୍ଲାରେ ଏକ ସାଧାରଣ ସଭାରେ ଏପରି କହିଛନ୍ତି । ସେଠାରେ ସେ ୫୬୦୦ କୋଟି ଟଙ୍କା ମୂଲ୍ୟର ଏକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ ।

OTV Foresight International Standard Road Infrastructure By 2024 End Odisha Says Nitin Gadkari
‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

Union Minister Nitin Gadkari Receives Death Threat Calls
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ,୧୦ ମିନିଟ୍‌ରେ ଆସିଲା ୨ଥର ଫୋନ୍‌...

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ। ଅଜଣା ବ୍ୟକ୍ତି ତାଙ୍କୁ ଏହି ଧମକ ଦେଇଥିବା ସୂଚନା ମିଳିଛି।

6 airbag in economy car
ଏଣିକି ଇକନମି ମଡେଲ କାର୍‌ରେ ବି ଲାଗିବ ୬ଟି ଏୟାରବ୍ୟାଗ

ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଲା। ସଡକ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବା ପାଇଁ ନେବାକୁ ଯାଉଛନ୍ତି ଏମିତି ନିଷ୍ପତ୍ତି।

Jammu
ଜୋଜିଲା ଟନେଲ୍ : ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍

ଶ୍ରୀନଗରରୁ ଲେହକୁ ଫିଟିବ ବାର ମାସିଆ ରାସ୍ତା। ଖୁବ୍ ଶୀଘ୍ର ଯାତାୟତା ଯୋଗ୍ୟ ହେବ ଜୋଜିଲା ଟନେଲ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଜେଡ୍-ମୋଡ୍ ଓ ଜୋଜିଲା ମୁଖ୍ୟ ଟନେଲ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି