ରାଜ୍ୟର ୪ଟି କୋଇଲା ଖଣିକୁ WCL ବଦଳରେ MCLକୁ ଦିଆଯାଉ : ନବୀନ Apr 12, 2018 ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ରାଜ୍ୟର ୪ଟି କୋଇଲା ଖଣିକୁ ୱେଷ୍ଟର୍ଣ୍ଣ କୋଲଫିଲଡ…