• translate

Tag: Unemployment

sura routray
ଜଳୁଛି ସାରା ଭାରତ

'ଦାରିଦ୍ରରେ ଓଡ଼ିଶା ନମ୍ବର ୧। ଜାନକୀ ପଟ୍ଟନାୟକ ୫ମକୁ ନେଇଯାଇଥିଲେ, ଆମେ ପୁଣି ଖସି ଆସିଲେ ବିହାର ତଳକୁ। ନାରୀ ନିର୍ଯାତନାରେ ଭାରତ ଆଗରେ। ଏସବୁକୁ ନେଇ ଆମେ ଆନ୍ଦୋଳନ ଆନ୍ଦୋଳନ କରିଛି କଂଗ୍ରେସ୍।

Unemployment
ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା

ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏହି ସ୍କିମର ମୂଳ ଲକ୍ଷ୍ୟ। ଜଣେ ବ୍ୟକ୍ତି ଚାହିଁଲେ ଅତିବେଶୀରେ ୩ ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ।

Unemployment
ଲକଡାଉନ୍ ଛଡ଼ାଇନେଲା ଜୀବିକା; ସାମ୍ନାକୁ ଆସିଲା ବେରୋଜଗାରୀ ତଥ୍ୟ, ଆଗକୁ ଆହୁରି ଖରାପ ହେବ ସ୍ଥିତି..

ଭୁବନେଶ୍ୱର: କରୋନା ବିଶ୍ୱରେ କେବଳ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନି, ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ସଂକ୍ରମଣ ଭୟରେ ଚାଲୁନି କଳ କାରଖାନା, ଠପ୍ ପଡିଯାଇଛି ବେପାର ବଣିଜ । ଫଳରେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ନିମ୍ନ…