• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uday Chopra

Sushmita sen to salman khan who are above 40 and happily single
୪୦-୫୦ ବର୍ଷ ପରେ ବି ଏମାନେ ଅବିବାହିତ; ହେଲେ ଖୁସି

ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍‌ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।

Nargis Fakhri
୫ ବର୍ଷ ଧରି ସଂପର୍କରେ ଥିଲେ ନର୍ଗିସ୍ ଫକ୍ରି ଓ ଉଦୟ ଚୋପ୍ରା

‘ରକ୍‌ଷ୍ଟାର୍’ ଅଭିନେତ୍ରୀ ନର୍ଗିସ୍ ଫକ୍ରି ଏବେ ୟୁଏସ୍‌ରେ ରହୁଛନ୍ତି। କିନ୍ତୁ ସେ ସୋସିଆଲ୍ ମିଡିଆରେ ତାଙ୍କ ଭାରତୀୟ ପ୍ରଶଂସକଙ୍କ ସହ ଜଡିତ ରହୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ନର୍ଗିସ ଓ ଅଭିନେତା-ପ୍ରଯୋଜକ ଉଦୟ ଚୋପ୍ରାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିଲା। ଏବେ ଏକ ସାକ୍ଷାତକାରରେ ନର୍ଗିସ୍ ଉଦୟଙ୍କ ସହ ତାଙ୍କ ସଂପର୍କକୁ ନେଇ ଖୁଲାସା କରିଛନ୍ତି।