• translate

Tag: Turkey

Turkey building wall
ଆଫଗାନୀ ଶରଣାର୍ଥୀଙ୍କୁ ରୋକିବାକୁ ତୁର୍କୀର ପ୍ରାଚୀର ନିର୍ମାଣ

ଆଫଗାନିସ୍ତାନ ଉପରେ ତାଲିବାନର ଦଖଲ ପରେ ହଜାର ହଜାର ଲୋକ ଦେଶ ଛାଡିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ତୁର୍କୀ ଆଫଗାନିସ୍ତାନ ଶରଣାର୍ଥୀଙ୍କ ଆଗମନକୁ ଭୟ କରୁଛି। ତେଣୁ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ତୁର୍କୀ ଇରାନ ସୀମାରେ ଏକ ପ୍ରାଚୀର ନିର୍ମାଣ କରୁଛି। ତୁର୍କୀ ଏହାର ଇରାନ ସୀମାରେ ୨୯୫ କିଲୋମିଟର ଲମ୍ବର ପ୍ରାଚୀର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

Flash Flood
ତୁର୍କୀରେ ବନ୍ୟାର ପ୍ରଳୟଙ୍କାରୀ ଦୃଶ୍ୟ, ଭାସୁଛି ଘର ଭାସୁଛି ଗାଡି

ପ୍ରଳୟଙ୍କାରୀ ବନ୍ୟାର ଭୟଙ୍କର ଦୃଶ୍ୟ । ତୁର୍କୀରେ ବାଦଲ ଫଟା ବର୍ଷା । ଭାସୁଛି ଘର ଭାସୁଛି ଗାଡି । ତୁର୍କୀର ଉତ୍ତରପୂର୍ବ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଯୋଗୁ ଧନ ଜୀବନ ହାନି ହୋଇଛି ।