• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tunnel

Tunnel Collapse
ଶ୍ରମିକଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ, ଫେରିବା ଅପେକ୍ଷାରେ ପରିବାର ଲୋକ

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି ।

Tunnel Tragedy
'କେବେ ଜିତିବ ଜୀବନ, କେବେ ହେବ ଅପେକ୍ଷାର ଅନ୍ତ'

ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।

Indian Army Steps In For Tunnel Rescue
Uttarakhand tunnel collapse : ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା

ଉତ୍ତରକାଶୀ ଟନେଲରେ ୧୫ ଦିନ ହେଲା ଫସିଛନ୍ତି ଶ୍ରମିକ…୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି କାମ…ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଆର୍ମି…ପ୍ରଥମେ ଅଗର ମେସିନ୍ ଭଗ୍ନାଂଶକୁ କାଟି ବାହାର କରାଯାଉଛି..

Auger drilling machine
ଅଡୁଆ ବଢ଼ାଇଲା ଅଗର୍ ମେସିନ୍; ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଲା ରେସ୍କ୍ୟୁ ଅପରେସନ୍

ଅଗର ମେସିନ ଡ୍ରିଲିଂ କଲାବେଳେ ବାଟରେ କିଛି ବାଧା ଆସୁଛି କି ନାହିଁ ଜାଣିବା ପାଇଁ ଅଣାଯାଇଥିଲା ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍ । ହେଲେ ଏହା ଗତକାଲି ଧୋକା ଦେଇଦେଲା ।

Tunnel Tragedy
ମାତ୍ର ଅଳ୍ପ କେଇ ଘଣ୍ଟା, ଆଜି ସୂର୍ଯ୍ୟାଲୋକ ଦେଖି ପାରନ୍ତି ଶ୍ରମିକ

ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।

Tunnel Tragedy
ତ୍ବରାନ୍ବିତ ହେବ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ଯିବେ ପରିବାର ଲୋକେ

ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।

Uttarkashi tunnel collapse
ଟନେଲ ଟ୍ରାଜେଡି : ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ

ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।

Uttarkashi tunnel collapse
ଜିତିବ ଜୀବନ: ଆଉ ମାତ୍ର କେଇ ମିଟର ଦୂରରେ ୪୧ ଜୀବନ

୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Tunnel Tragedy
ଟନେଲ୍ ଟ୍ରାଜେଡି, ଅଘଟଣସ୍ଥଳରେ ଦିନେ ମନ୍ଦିର ଥିଲା

ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡିରେ ବିଜ୍ଞାନ ସହ ତମାମ ପ୍ରଚେଷ୍ଟା ବିଫଳ ହୋଇଛି । ଶ୍ରମିକଙ୍କ ଅବସ୍ଥା କେମିତି ଅଛି ତାହା ସ୍ପଷ୍ଟ ହୋଇପାରୁ ନାହାନ୍ତି କେହି। ତଥାପି ଆଶା ଆଉ ବିଶ୍ବାସ, ଈଶ୍ବରଙ୍କୁ ଶରଣକୁ ଗଲେ ଫସିଥିବା ମଣିଷମାନେ ମୁକ୍ତି ପାଇଯିବେ। ଶେଷରେ ସେଇଆ ହୋଇଛି, ଯାହା ଗ୍ରାମବାସୀ ଚାହୁଁଥିଲେ । ପତାକା ବନ୍ଧା ସହ ନଡ଼ିଆ ବାଡ଼େଇ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ..

Rescue operation underway
ଜୀବନ ଦୋ ଛକିରେ, ସପ୍ତମ ଦିନରେ ପହଞ୍ଚିଲା ଉଦ୍ଧାର କାର୍ଯ୍ୟ

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।

Tunnel
ଅନ୍ଧାରୀ ଟନେଲ୍‌ରେ ଫସିଛି ଜୀବନ; ନିଶ୍ୱାସ ଯୋଗାଉଛି ପାଇପ୍‌

ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ ।

Uttarakhand Tunnel Rescue
ଧସୁଛି ମାଟି, ଭାଙ୍ଗୁଛି ଶ୍ରମିକଙ୍କ ଧୈର୍ଯ୍ୟ; ବିଦେଶରୁ ଆସିବେ ବିଶେଷଜ୍ଞ

ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

Uttarakhand Tunnel Collapse
ଟନେଲରେ ଫସିଛନ୍ତି ଓଡ଼ିଆ, ସମସ୍ତେ ସୁରକ୍ଷିତ ଥିବା ସୂଚନା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।

Uttarakhand Tunnel Collapse
ଫସି ରହିଛନ୍ତି ଶ୍ରମିକ, ସମସ୍ତେ ସୁରକ୍ଷିତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ରାତିସାରା ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

Raipur-Vizag corridorn
ସୁଙ୍କି ଘାଟି : ବିପଦ ଯେତିକି, ସୁନ୍ଦର ସେତିକି

ଦିନେ ଏହି ଘାଟି ନା ଶୁଣିଲେ ଲୋକେ ଯିବାକୁ ଡରୁଥିଲେ । ମନରେ ଶଙ୍କା ଥିବାରୁ ନା ହୋଇଥିଲା ‘ସୁଙ୍କି’ । ସମୟ ବଦଳିଛି, ସ୍ଥିତି ବି ବଦଳିଛି । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲ ହେଉଛି କୋରାପୁଟ୍‌ରେ । ଏବେ ସୁଙ୍କି ଦେଇ ଗଲେ ଲୋକେ ଡରିବେନି ବରଂ ମଜା ଉଠାଇବେ

Tunel
ଛ' ଥାକିଆ ରାସ୍ତାରେ ଦ୍ରୁତଗତିରେ ଚାଲିଛି ଟନେଲ୍ କାମ

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି। ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ

Delhi
ବିଧାନସଭା ମଧ୍ୟରୁ ଠାବ ହେଲା ସୁଡ଼ଙ୍ଗ

ଉତ୍କୃଷ୍ଟ ବ୍ରିଟିଶ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଦଣ୍ଡାମାନ ଦିଲ୍ଲୀର ବିଧାନସୌଧ। ତେବେ ଏହି ସୁରମ୍ୟ ଅଟ୍ଟାଳିକା ତଳେ ଲୁଚି ରହିଛି କି ବ୍ରିଟିଶ ଶାସନ ଅମଳର କଳା କାହାଣୀ? ବିଧାନସଭା ଅଟ୍ଟାଳିକା ତଳୁ ଠାବ ହୋଇଥିବା ଏହି ଗୁପ୍ତ ସୁଡଙ୍ଗ