• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Truck Accident

Accident
ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ୨୫ରୁ ଅଧିକ ଆହତ

ଦୁର୍ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ପରେ ପରେ ଅନ୍ୟ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଟ୍ରକ୍-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ୍‌ ୩ଜଣଙ୍କ ମୃତ୍ୟୁ ହୋଇଛି ।

Accident
ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ, ଚାଲିଗଲା ୬ ଜଣଙ୍କ ଜୀବନ, ୧୧ ଗୁରୁତର

ଘାଟିରେ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ । ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଘଟିଛି ଦୁର୍ଘଟଣା ।

Truck Accident
ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ୍, ଦୁର୍ଘଟଣା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।

Tomato Truck Accident
ଓଲଟିଲା ଟମାଟୋ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହିନେଲେ

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି।

Driver of a mini truck charred to death in a fire mishap
ସାମ୍ନାରୁ ଧକ୍କା ଦେଲା ଗାଡ଼ି, ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର...

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। କୋଇଲା ବୋଝେଇ ଟ୍ରକ୍‌ ଏବଂ ମିନି ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍‌ ଜଳି ଯାଇଛି।

Accident
ଟ୍ରକ-କାର ମୁହାଁମୁହିଁ ଧକ୍କା, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Truck Accident
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୫ ମୃତ

ଦିଗପହଣ୍ଡି ଅଘଟଣର ଦୁଇ ଦିନ ନପୁରୁଣୁ ଦୋହଲାଇ ଦେଲା କେନ୍ଦୁଝରର ମର୍ମନ୍ତୁଦ ଦୁର୍ଘଟଣା । ବାଣ ରୋଷଣୀରେ ଯିବାବେଳେ ଦ୍ରୁତ ଗତିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ୫ ଜଣଙ୍କ ମୃତ୍ୟୁ, ବନ୍ଦ ହେଲା ବାହାଘର..

accident
ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ : ଦୁର୍ଘଟଣାରେ ୨ମୃତ, ୨ଗୁରୁତର

ମୃତକ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର, ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଓ ଜଣେ ହୋମଗାର୍ଡ ଅଛନ୍ତି

accident
କି ଦୁଃଖ ଦେଲା ଦଇବ ! ପିଲା ମୁହଁ ଦେଖିବା ପୂର୍ବରୁ ଚାଲିଗଲେ ସ୍ୱାମୀସ୍ତ୍ରୀ

ଗର୍ଭବତୀ ସ୍ତ୍ରୀକୁ ଧରି ହସ୍ପିଟାଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍, ଦମ୍ପତି ମୃତ

ଟ୍ରକ ମଡ଼ାଇ ହତ୍ୟା
ଭାଇକୁ ଟ୍ରକ୍‌ ଚଢାଇ ମାରିଦେଲା ଭାଇ

ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଘରକୁ ଆସିବା ପରେ ଅକ୍ଷୟକୁ ଡାକିଥିଲା।