ଟ୍ରକ୍କୁ ଓଭର୍ଟେକ୍ ବେଳେ ଭୟଙ୍କର ଦୁର୍ଘଟଣା May 31, 2020 କେନ୍ଦ୍ରାପଡ଼ା: କାଳ ହେଲା ଓଭର୍ଟେକ୍ ନିଶା। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…