• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tractor

Accident
ଟ୍ରାକ୍ଟର-ମର୍ସିଡିଜ ଧକ୍କା ! ହେଲେ ଦୁଇ ଫାଳ ହୋଇଗଲା ଟ୍ରାକ୍ଟର, ଦେଖନ୍ତୁ ଭିଡିଓ..

ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।

Special Story | Ukrainian Farmer Steals Russian Tank Using Tractor, Netizens Can\'t Stop Applauding
ରାସ୍ତାରେ ଥିଲା ଋଷ ଟ୍ୟାଙ୍କର, ଟ୍ରାକ୍ଟର ଲଗାଇ ଟାଣିନେଇଗଲେ ୟୁକ୍ରେନ ଚାଷୀ

ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍‌ ଜବାବ ଦେଲେ ୟୁକ୍ରେନ ଚାଷୀ। ଟ୍ରାକ୍ଟର ଲଗାଇ ନେଇ ପଳାଇଲେ ଋଷ୍‌ ଟ୍ୟାଙ୍କର...ପଛରେ ଗୋଡ଼ାଇଲେ ଋଷିଆ ସୈନ୍ୟ, ଭାଇରାଲ ହେଉଛି ଏମିତି ଭିଡ଼ିଓ

bomb blast
ରାସ୍ତାକଡ଼ରେ ଅଜଣା ସାମଗ୍ରୀ ଦେଖିଲା ବେଳେ ବିସ୍ଫୋରଣ: ୩ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ। ପ୍ରତିଦିନ ଏମାନେ ସମସ୍ତେ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତାକଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ […]

tractor
ଓଲଟି ପଡ଼ିଲା ଟ୍ରାକ୍ଟର; ୨ ମୃତ

ବଲାଙ୍ଗିର: ବାଲି ଉଠାଇବାକୁ ନଦୀକୁ ଯିବା ବେଳେ ଏକ ଟ୍ରାକ୍ଟର ଓଲଟି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡାର ଲଥାକେନ୍ଦ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଲି ପାଇଁ ଟ୍ରାକ୍ଟରରେ ୩ଜଣ ନାଥବୁଢା ନଦୀକୁ ଯିବା ବେଳେ ଟ୍ରାକ୍ଟରଟି ଓଲଟି ଏକ ଚାଷ ଜମି ଭିତରକୁ ପଶିଯାଇ ତିନିଜଣଙ୍କ ଉପରେ ଚାପି ହୋଇଯାଇଥିଲା। ଫଳରେ ୨ଜଣଙ୍କର ମୃତୁ୍ୟ ହୋଇଥିଲା। ମୃତକମାନେ ହେଲେ […]