• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tourist

Foreign tourists
ଓଡ଼ିଶାରେ ଏମିତି ଅତିଥି ସତ୍କାର ? ବିଦେଶୀ ରହିଲେ ଭିକାରୀ କେନ୍ଦ୍ରରେ...

ଅତୁଲ୍ୟ ଭାରତ ଓ ଅତୁଲ୍ୟ ଭାରତର ଆତ୍ମା କୁହାଯାଉଥିବା ଓଡ଼ିଶା ପରିଭ୍ରମଣ କରି ଅନେକ ସ୍ମୃତି ସାଉଁଟିବାକୁ ଅତି ଆଗ୍ରହରେ ଛୁଟି ଆସିଥିଲେ ନେଦରଲାଣ୍ଡସର ଜଣେ ବିଦେଶୀ ଅତିଥି। କିନ୍ତୁ ଭୁବନେଶ୍ବରରୁ ଚାନ୍ଦିପୁର ଯିବା ବାଟରେ ନିଜ ଟ୍ୟାକ୍ସି ଡ୍ରାଇଭର ଦ୍ବାରା ଚୋରି, ତା ପରେ ପୁଣି ଠକେଇ ଓ ପୁରୀରେ ଭିକାରୀ ଥଇଥାନ କେନ୍ଦ୍ରରେ ରହଣି ସେହି ବିଦେଶି ଅତିଥିଙ୍କୁ ଦେଇଛି ତିକ୍ତ ଅଭିଜ୍ଞତା ...

Foreign tourists
ଓଡ଼ିଶାରେ ଏମିତି ଅତିଥି ସତ୍କାର ? ନେଦରଲାଣ୍ଡ ନାଗରିକଙ୍କ ସବୁ ଚୋରି କଲା ଟାକ୍ସି ଡ୍ରାଇଭର...

ଅତୁଲ୍ୟ ଭାରତର ଆତ୍ମା ଓଡ଼ିଶା ବୁଲିବାକୁ ଆସି ବିଦେଶୀ ଅତିଥିଙ୍କ ତିକ୍ତ ଅଭିଜ୍ଞତା ... ଟ୍ୟାକ୍ସି ଡ୍ରାଇଭର ଚୋରି ନେଲା ୫ ଲକ୍ଷ ଟଙ୍କା, ହୀରା ମୁଦି ସହିତ ଦାମୀ କ୍ୟାମେରା ...

Telangana Tourist Dies
ମଝି ଆକାଶରେ ଛିଣ୍ଡିଗଲା ପାରାଚ୍ୟୁଟ୍...କଚାଡ଼ି ହୋଇ ପଡ଼ିଲେ...ଉଡିଗଲା ପ୍ରାଣବାୟୁ

ଦୁର୍ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁଲୁ ଡେପୁଟି କମିଶନର ତରୁଲ ଏସ ରବିଶ ସୂଚନା ଦେଇଛନ୍ତି। କୁଲୁର ଏସଡିଏମ ଘଟଣାର ଅନୁସନ୍ଧାନ କରିବେ।

Tourist Place
କାଳ ଡ୍ୟାମରେ ଭୋଜିଟେ ହେବ..

ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..

Odisha's Dhenkanal
୪୦ ହଜାର ଔଷଧୀୟ ବୃକ୍ଷ ସହିତ ଦିନଟିଏ କାଟନ୍ତୁ..

ଏସିଆ ମହାଦେଶର ସବୁଠାରୁ ବଡ଼ ଔଷଧୀୟ ଅରଣ୍ୟ..ତାସହ ଓ୍ୱାଟର୍ ପାର୍କ, ସୁଇମିଂ ପୁଲ୍, ବଣଭୋଜି କରିବା ଲାଗି ସବୁ ବ୍ୟବସ୍ଥା, ରାତ୍ରିଯାପନ ଲାଗି କଟେଜ ଆଉ ଏକ ବିରାଟ ଗୋଶାଳା ବି ଅଛି.. ପୂରା ଇକୋଟୁରିଜିମର ମଜା ନେଇପାରିବେ..ଚାଲନ୍ତୁ ଯିବା.. ପିକନିକ୍ କରିବା..

Maccha Kandana waterfall
କେବେ ବଦଳିବ ମାଛକାନ୍ଦଣାର ଭାଗ୍ୟ ?

ଚାଲିଛି ପର୍ଯ୍ୟଟନ ଋତୁ....ଅବକାଶ ଛୁଟି କାଟିବାକୁ ସମସ୍ତେ ବ୍ୟସ୍ତ । ମାଛକାନ୍ଦଣା ଜଳପ୍ରପାତରେ କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । କିଏ ସେଲ୍ଫି ନେଉଛି ତ...ଆଉ କିଏ ସୁଆଦିଆ ଖାଦ୍ୟ ତିଆରିରେ ବ୍ୟସ୍ତ । । ହେଲେ ଜଳପ୍ରପାତ ପାଖକୁ ଯିବା ରାସ୍ତା ଖରାପ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

Himachal Traffic Jam
Viral Video: ହଟହଟ୍ଟା କଲା ଟ୍ରାଫିକ୍‌ ସମସ୍ୟା; ନଦୀରେ ଗାଡ଼ି ପୂରାଇଦେଲେ ପର୍ଯ୍ୟଟକ

ଚନ୍ଦ୍ର ନଦୀରେ ଏକ ମହିନ୍ଦ୍ରା ଥର୍ ଏସୟୁଭି ଚଳାଉଥିବା ଦେଖିବାକୁ ମିଳୁଛି । ସୌଭାଗ୍ୟବଶତଃ, ନଦୀରେ ଜଳସ୍ତର ସେତେ ଅଧିକ ନଥିଲେ ବି ନଦୀରେ ସ୍ରୋତ ଥିଲା।

Rain-battered north India
ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି। 

dog dies
ମଣିଷପଣିଆ ଭୁଲିଗଲା ମଣିଷ ! ପୋଷା କୁକୁରକୁ କାର୍‌ରେ ବନ୍ଦ କରି ନେଇଗଲା ଜୀବନ

ହରିୟାଣାର ଏକ ପରିବାର ତାଜମହଲ ଦେଖିବାକୁ ଆଗ୍ରାକୁ ଆସିଥିଲେ । ସାଙ୍ଗରେ ତାଙ୍କର ପୋଷା କୁକୁରଟିକୁ କାର୍‌ରେ ଆଣିଥିଲେ ।

Kedarnath Dham
ଖୋଲିଲା ବାବା କେଦାରନାଥଙ୍କ ଦ୍ୱାର

ପୂଜକ ନୀତି ମୁତାବକ ପୂଜାର୍ଚ୍ଚନା କରି ବାବା କେଦାରନାଥଙ୍କ ମୁଖ ଦ୍ୱାର ଘଣ୍ଟି ବଜାଇବା ପରେ ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥଙ୍କ ଦ୍ୱାର ଫିଟିଛି।

ଅଲିଭ ରିଡଲେ
ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ ରିଡଲେ କଇଁଛ, ମଜା ନେଉଛନ୍ତି ପର୍ଯ୍ୟଟକ

ଅଲିଭ୍ ରିଡଲେ କଇଁଛଙ୍କର ନିଜ ଜନ୍ମସ୍ଥାନ କହିଲେ ସମୁଦ୍ର ବେଳାଭୂମି। ଏବେ ସମୟ ଆସିଛି... ଅଣ୍ଡାରୁ ଫୁଟି ବାହାରିବା ପରେ କୂଳରେ ବିଚରଣ କରୁଛନ୍ତି ଛୋଟ ଛୋଟ ଅଲିଭ ରିଡଲେ। ଦେଖନ୍ତୁ ଋଷିକୂଲ୍ୟା ବେଳାଭୂମିର କିଛି ଝଲକ୍...

Beer Bus
ପର୍ଯ୍ୟଟକଙ୍କ ପାଇଁ ଗଡ଼ିବ ବିୟର ବସ୍; ଭଳିକି ଭଳି ଖାଦ୍ୟର ମଜା ନେଇପାରିବେ ଯାତ୍ରୀ

ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବସ୍‌ ସେବା ଯୋଗାଇଦିଆଯିବ ବୋଲି କୁହାଯାଉଛି ।

Space Tourism
ଏଣିକି ଯିଏ ଚାହିଁବେ ସିଏ ବୁଲିପାରିବେ ମହାକାଶ ! ଜାଣନ୍ତୁ ଖର୍ଚ୍ଚ କେତେ...

ଏନେଇ ଇସ୍ରୋର ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଉଛି ।

Barakanya Waterfall
ପ୍ରକୃତି କୋଳରେ କୋଳାହଳଠୁ ଦୂରରେ, ବରକନ୍ୟା ଜଳପ୍ରପାତ; ଗୋଟିଏ ସ୍ଥାନରେ ୪ ଝରଣା..

ଗୋଟିଏ ସ୍ଥାନରେ ୪ଟି ପ୍ରପାତର ମଜା ଉଠାଇପାରିବେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀଙ୍କ ଦାବି ।

Hongkong
ବିଶ୍ୱର ସବୁଠାରୁ ବଡ଼ ସ୍ୱାଗତ ! ହଂକଂ ଯିବାକୁ ମାଗଣା ଟିକଟ ଜାରି କଲେ ସରକାର...

ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।

Talasari Island
ଜଳବାୟୁରେ ପରିବର୍ତ୍ତନ ! ଅଶାନ୍ତ ହେଉଛି ସମୁଦ୍ର, ଅସୁରକ୍ଷିତ ଉପକୂଳ

ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ  ।

Powell Anthem
ଋଷରୁ ରାୟଗଡ଼ା ଲିଙ୍କ୍ ! ପୁଟିନ୍‌ଙ୍କୁ ସମାଲୋଚନା କରୁଥିବା ପାଭେଲଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର ?

ଜଣେ ସାଂସଦ ହୋଇ ମଧ୍ୟ କାହିଁକି ନେଲେ ଚରମ ନିଷ୍ପତ୍ତି ? ଜନ୍ମଦିନ ପାଳନ ପାଇଁ କାହିଁକି ଆସିଥିଲେ ରାୟଗଡ଼ା ?

Question raised over safety of Konark sun temple
ସୂର୍ଯ୍ୟମନ୍ଦିର ବାଲିମୁକ୍ତ ଯୋଜନାର ପରିଣାମକୁ ନେଇ ସଂଶୟ

କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?

ASI starts removing sand from Konark Sun Temple
ବାଲିମୁକ୍ତ ହେବ ଐତିହାସିକ ବ୍ଲାକପାଗୋଡ଼ା ? ହେଲେ କେମିତି ?

ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।

ASI starts removing sand from Konark Sun Temple
ବାଲି କଢ଼ାଗଲେ ସୁରକ୍ଷିତ ରହିବ ତ ବ୍ଲାକ୍‌ ପାଗୋଡ଼ା?

ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ।

Konark Temple
ପ୍ରସ୍ତୁତି ଶେଷ, ଆଜିଠୁ ଗର୍ଭ ଗୃହରୁ ବାଲି ବାହାର କରିବ ASI

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।

Konark Temple
ବାଲି ମୁକ୍ତ ହେବ ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ା, ୧୧୯ ବର୍ଷ ପରେ ବାଲି କାଢ଼ିବ ASI

ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।

Konark temple
କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି, ଲାଗିବ ୩ ବର୍ଷ

ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

Special story
ଅଧା ବାଟରେ ଅଟକିଛି ରୋପୱେ , ମଝି ଆକାଶରେ ଫସିଛନ୍ତି ୧୧ ପର୍ଯ୍ୟଟକ

ରୋପୱେରେ ପ୍ରାୟ ଦୁଇ ଘଣ୍ଟା ଧରି ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି ।

Tourist
କରୋନାର କରାଳ ଛାୟା ଭିତରେ ବିଦାୟ ନେଇଗଲା ୨୦୨୧, ରାତି ପାହିଲେ ୨୦୨୨

ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ ।