• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tokyo Olympics 2020

Mirabai Chanu
Tokyo Olympics: ରୌପ୍ୟ ପଦକ ଜିତି ଇତିହାସ ରଚିଲେ ମୀରାବାଈ, ପ୍ରଥମ ଦିନରେ ଦେଶକୁ ଦେଲେ ଉପହାର

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ ।

Mirabai Chanu
Tokyo Olympics: ପଦକ ଖାତା ଖୋଲିଲା ଭାରତ, ମୀରାବାଈ ଚାନୁ ଦେଲେ ରୌପ୍ୟ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ । କ୍ଲିନ୍‌ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ ।

tokyo olympics 2020-china wins gold
୨ୟ ଦିନରେ ଚୀନର ସ୍ୱର୍ଣ୍ଣିମ ଅଭିଯାନ

ଟୋକିଓ ଅଲିମ୍ପିକ୍ସ୨୦୨୦ର ୨ୟ ଦିନରେ ସ୍ୱର୍ଣ୍ଣ ପଦକ ହାତେଇଲା ଚୀନ। ଅନ୍ୟପକ୍ଷେ ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତାହାର ଅଭିଯାନ ଆରମ୍ଭ କରିଛି।

Sourabh Choudhry
Tokyo Olympics: ନିରାଶ କଲେ ମନିକା ବାତ୍ରା, ବଡ଼ ଆଶା ଦେଖାଇଲେ ସୁଟର ସୌରଭ ଚୌଧରୀ

ମୋନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍‌ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍‌ରେ ପରାସ୍ତ ହୋଇଛନ୍ତି ।

tokyo olympics 2020
ଟୋକିଓ ଅଲମ୍ପିକ ୨୦୨୦; ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ଖେଳ ମହାକୁମ୍ଭ।  ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି।  ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। 

Tokyo Olympics
ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ, ପଦକ ହାତେଇବା ଆଶା..

ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନ (୨୪ ଜୁଲାଇ) । ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପାଇଁ ପଦକ ଖାତା ଖୋଲିବାର ଏକ ଭଲ ସୁଯୋଗ ରହିଛି ।

Tokyo Olympic
ତୀରନ୍ଦାଜୀରେ ପଦକ ଆଶା ରଖିଛି ଭାରତ, ଜାଣନ୍ତୁ କେମିତି..

ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲିମ୍ପିକ୍ ପଦକ ଉପହାର ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ ।

Tokyo Olympics
ଟୋକିଓ ଅଲିମ୍ପିକ୍ସ ଷ୍ଟାଡିୟମ ସମ୍ମୁଖରେ ଉତ୍ତେଜନା, ଆୟୋଜନ ବନ୍ଦ କରିବାକୁ ଚେତାବନୀ

ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ପୂର୍ବରୁ ଟୋକିଓରେ ପ୍ରବଳ ହଙ୍ଗାମା । ଅଲିମ୍ପିକ୍ସ ବନ୍ଦ କରିବା ପାଇଁ ଜମିଲା ଲୋକଙ୍କ ଭିଡ଼ ।

Tokyo Olympics 2020
ଅପେକ୍ଷାର ହେଲା ଅନ୍ତ, ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ

କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି ।

Priyanka Nayak
ପ୍ରଣତୀ ନାୟକଙ୍କ ଉପରେ ସମସ୍ତଙ୍କ ନଜର, ଟୋକିଓ ଅଲିମ୍ପିକ୍ସରେ ଭାରତର ଏକମାତ୍ର ଜିମ୍ନାଷ୍ଟ

ଜାପାନର ରାଜଧାନୀ ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂରରେ ଥିବା ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର କରକାଇ ଗାଁ ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି । କାରଣ ଏହି ଗାଁର ଝିଅ ପ୍ରଣତୀ ନାୟକ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଜିମ୍ନାଷ୍ଟ ।

Olympic
ବିନା ଦର୍ଶକରେ ବାଜିବ ଅଲିମ୍ପିକ୍ସ ବିଗୁଲ, ଭାରତ ରଖିଛି ୧୦ରୁ ଅଧିକ ପଦକ ଆଶା; ଜାଣନ୍ତୁ କିଏ ଆଣିବେ..

କରୋନା ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହେଉଛି ଅଲିମ୍ପିକ୍ସ । ହେଲେ ତଥା ଏହା ଉପରେ ରହିଛି କରୋନାର କାୟା । ସାରା ବିଶ୍ୱରେ ଏବେ ବି କରୋନାର ଭୟ ରହିଛି ।

Olympic 2021
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଯାତ୍ରା ଆରମ୍ଭ

ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍‌ କନ୍‌ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍‌ରୁ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।