ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ Mar 27, 2018 ଭୁବନେଶ୍ୱର : ତାତିଲା ଟିଟିଲାଗଡ଼। ଆଜି ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ଅନ୍ୟ ୩ଟି…