• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Titilagarh

Special Story | Migrating Birds Befriend Humans In Titilagarh
ନିଆରା କୁଆଁର ଗାଁ, ଏଠି ପକ୍ଷୀଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ଗାଁ ଲୋକେ

ସବୁଠି ଶୁଭୁଛି ପକ୍ଷୀଙ୍କ କିଚିରିମିଚିରି ଶବ୍ଦ। ପକ୍ଷୀଙ୍କ ପ୍ରେମରେ ବାୟା କୁଆଁର ଗାଁ ଲୋକ। ଗାଁ ମୁଣ୍ଡରୁ ନଈ ପଠା, ସବୁଠୁ ଶୁଭୁଛି ଚଢେଇଙ୍କ ସ୍ୱର। ଏ ଗାଁର ଲୋକମାନେ ପାଳି କରି ପକ୍ଷୀମାନଙ୍କୁ ଜଗି ଦେଉଛନ୍ତି ସୁରକ୍ଷା..

Birds
ନିଆରା ସଇଁତଳାର କୁଆଁର ଗାଁ, ଏଠି ପକ୍ଷୀଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ଗ୍ରାମବାସୀ

ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁ। ଏହି ଗାଁକୁ ଛୁଟି ଆସନ୍ତି ଶହଶହ ପକ୍ଷୀ। ପକ୍ଷୀ ମାନେ ଠିକ ବର୍ଷା ଋତୁ ଆସିବା ସମୟରେ ଗାଁ ରେ ଥିବା ଗଛ ଗୁଡିକୁ ବସା ବାନ୍ଧି ରହିଥାନ୍ତି ଓ ଏହି ସ୍ଥାନରେ ଅଣ୍ଡା ବି ଦିଅନ୍ତି। ଆଉ ଶାବକ ଜନ୍ମ ହେବା ପରେ ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପକ୍ଷୀମାନଙ୍କୁ ନିଜସ୍ୱ ଉଦ୍ୟମ କରି ସୁରକ୍ଷା ଯୋଗାଇ ଥାଆନ୍ତି ଗାଁ ଲୋକେ।

wooden bridge
ଗୁହାରୀ ଶୁଣିଲାନି ପ୍ରଶାସନ, ନିଜସ୍ୱ ଉଦ୍ୟମରେ କଲେ କାଠ ପୋଲ ତିଆରି କଲେ ଗ୍ରାମବାସୀ

କିଏ କାଠ ବୋହିଲା ତ କିଏ କାଠ କାଟିଲା । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ ।

titilagarh
ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ : ୧୫ ଦିନ ହେଲା ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର ଲୋକ

ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି