• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Terror Attack

Anantnag-Terrorist Attack
ଅନନ୍ତନାଗରେ ଆତଙ୍କବାଦୀଙ୍କ ହମ୍‌ଲା ! ଦୁଇ ସେନାଧିକାରୀ ସହିଦ

କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ବ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

3 jawans killed in jammu and kashmir's Rajouri
ଜାମ୍ମୁ କାଶ୍ମୀରର ରଜୌରିରେ ୫ ଯବାନ ସହିଦ

କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଉତ୍ତର କାଶ୍ମୀରର ବାରାମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ ।

center ban 14 mobile messaging app
୧୪ ମୋବାଇଲ ଆପ୍ ବ୍ୟାନ କଲେ କେନ୍ଦ୍ର ସରକାର

ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି। 

Is Srimandir in the target of terrorists?
ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

Poonch terror attack |
ସହିଦଙ୍କ ପାଇଁ ସଭିଏଁ ଏକାଠି: ଅମର ରହେ ଧ୍ୱନୀ ସାଙ୍ଗକୁ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଲେ ମୁସଲମାନ ସଂପ୍ରଦାୟର ଲୋକେ

ଶୋକାକୁଳ ପରିବେଶ ଭିତରେ ସମ୍ପନ୍ନ ହୋଇଛି ପୁଞ୍ଚ୍ ଆତଙ୍କୀ ଆକ୍ରମଣରେ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କ ଜନ୍ମ ମାଟି ପୁରୀ ଅଳଗୁମ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଜଳିଛି ସହିଦଙ୍କ ଚିତା।

pakistan
ପାକିସ୍ତାନର ମାଟିରେ ଆତଙ୍କୀଙ୍କ ନରସଂହାର : ନିଜେ ପୋଷିଥିବା ସାପର ଚୋଟ ସହୁଛି ପାକିସ୍ତାନ

ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି

Infiltration attempt foiled along Line of Control in Uri, 3 terrorists killed
ଅନୁପ୍ରବେଶ ବେଳେ ଆତଙ୍କବାଦୀଙ୍କୁ ଧରାପକାଇ ଦେଲା ସେନାର ସର୍ଭେଲାନ୍ସ ସିଷ୍ଟମ, ସାମ୍ନାକୁ ଆସିଲା ଭିଜୁଆଲ୍‌

ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍‌କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରfତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି। 

Indian Army
ଭାରତୀୟ ସେନାର ଉଦାରତା, ଆକ୍ରମଣ କରିବାକୁ ଆସିଥିବା ଆତଙ୍କବାଦୀକୁ ଦେଲେ ନୂଆ ଜୀବନ

ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।

Pakistan colonel paid Rs 30,000 to target Indian Army, says captured terrorist
ପାକିସ୍ତାନର ପୋଲ୍‌ ଖୋଲିଲା ଆତଙ୍କବାଦୀ, କହିଲା- ‘ଭାରତରେ ଆକ୍ରମଣ ପାଇଁ ମୋତେ ୩୦ ହଜାର ଟଙ୍କା ମିଳିଥିଲା’

କିଛି ଟଙ୍କା ଦେଇ ଜଣେ ପାକିସ୍ତାନ କର୍ଣ୍ଣେଲ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପଠାଇ ଥିବା ଜଣାପଡ଼ିଛି। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍‌ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ସତ ସାମ୍ନାକୁ ଆସିଛି।

Terror Attack In J&K Army Camp
ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମ୍‌ଲା: ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

ଜାମ୍ମୁ ଓ କାଶ୍ମୀରରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍‌ଲା କରିଛନ୍ତି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। 

Mumbai On High Alert On New Year’s After Inputs Of Possible Terror Attack By Pro-Khalistan Groups
ନୂଆବର୍ଷ ରାତିରେ ରକ୍ତର ହୋଲି ଖେଳିବା ପାଇଁ ଆତଙ୍କୀଙ୍କ ଚାଲ, ଆଲର୍ଟରେ ମୁମ୍ବାଇ ପୋଲିସ୍‌

୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍‌..

Terror Attack
ଆଇଏସ୍ଆଇ ସୂଚନା : ଭାରତ ଉପରେ ହେବ ଆତଙ୍କୀ ଆକ୍ରମଣ!

ଆଫଗାନିସ୍ଥାନ ଉପରେ ତାଲିବାନର ନିୟନ୍ତ୍ରଣ ପରଠୁ ହିଁ ପାକିସ୍ତାନୀ ‘ଆଇଏସ୍‌ଆଇ’ ଓ ଏହାର ସମର୍ଥକ ଆତଙ୍କୀ ସଂଗଠନ ଦ୍ୱାରା ଅନେକ ଖବର ସାମ୍ନାକୁ ଆସୁଛି। ଦେଶର ପ୍ରମୁଖ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ ଷଡ଼ଯନ୍ତ୍ର କରୁଛି। ଏହି ଷଡ଼ଯନ୍ତ୍ରରେ ପାକିସ୍ଥାନ ସହ ଆଫଗାନିସ୍ଥାନର ଆତଙ୍କୀ ସଂଗଠନ ସାମିଲ ଅଛନ୍ତି ।