• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Telangana

Revanth Reddy
ରେବନ୍ତ କଲେ ଘୋଷଣା; ଏହି ରାଜ୍ୟରୁ ଲଢ଼ିବେ ସୋନିଆ-ପ୍ରିୟଙ୍କା

ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ରେବନ୍ତ ।

Cabinet Ministers
୧୭ ବର୍ଷ ଧରି ମାଓବାଦୀ ଥିଲେ, ଆଜି କ୍ୟାବିନେଟ୍‌ ମନ୍ତ୍ରୀ

୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।

 Sunil Kanugolu
ତେଲେଙ୍ଗାନାରେ କଂଗ୍ରେସର ବିଜୟ ପଛର ମାଷ୍ଟରମାଇଣ୍ଡ୍ ସୁନିଲ କାନୁଗୋଲୁ କିଏ ?

ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।

Doctors Becames MLA
ତେଲେଙ୍ଗାନା ନିର୍ବାଚନ; ଡାକ୍ତରଖାନାରୁ ବିଧାନସଭାରେ ଏଣ୍ଟ୍ରି ମାରିବେ ୧୫ ଡାକ୍ତର

ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।

Aircraft crashes
ପୁଣି ବାୟୁସେନା ବିମାନ ଦୁର୍ଘଟଣା; ୨ ପାଇଲଟଙ୍କ ମୃତ୍ୟୁ

ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।

DGP Suspend
ମହଙ୍ଗା ପଡ଼ିଲା ଆଗୁଆ ଶୁଭେଚ୍ଛା, ନିଲମ୍ବିତ ହେଲେ ତେଲେଙ୍ଗାନା DGP

ରୋକି ପାରିଲେନି ନିଜର ଉତ୍କଣ୍ଠା। ଆଗୁଆ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା ଧରି ପହଞ୍ଚି ଯାଇଥିଲେ ଘରେ । ଫଳରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।

Revanth Reddy
ବଦଳିଗଲା ଚିତ୍ର; ତେଲେଙ୍ଗାନାରେ ଗେମ୍‌ ଚେଞ୍ଜର ପାଲଟିଲେ ରେଭନ୍ଥ !

ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।

Mahant Balaknath
ଦେଶ ଦେଖିପାରେ ଦ୍ୱିତୀୟ ଯୋଗୀ ମୁଖ୍ୟମନ୍ତ୍ରୀ, ବାଲକନାଥ ପିନ୍ଧିପାରନ୍ତି ରାଜସ୍ଥାନ ମୁକୁଟ

ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍‌ ସିଟ୍‌ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।

Rajasthan
ରାଜସ୍ଥାନରେ ବି ସରକାର ଗଢ଼ିବାକୁ ଯାଉଛି ବିଜେପି, ଗେହଲଟଙ୍କୁ ଲାଗିବ ଶକ୍ତ ଝଟ୍‌କା !

ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍‌ରେ ଆଗୁଆ ରହିଛି । 

Telangana Assembly Elections
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...

PM Modi
ତେଲେଙ୍ଗାନାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି; ୧୩ ହଜାର କୋଟି ପ୍ରକଳ୍ପର ହେଲା ଲୋକାର୍ପଣ ଓ ଶିଳାନ୍ୟାସ

ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର କଚେଗୁଡା-ରାୟଚୁର ଟ୍ରେନ ସେବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲେଙ୍ଗାନା ଦେଇ ଯାଉଛି ।

16-Year-Old Dies of Heart Attack on Birthday
ଜନ୍ମଦିନରେ ଚାଲିଗଲା ୧୬ ବର୍ଷ ପୁଅର ଜୀବନ; ମୃତ ପୁଅ ପାଇଁ କେକ୍‌ କାଟିଲେ ବାପା-ମା’

ହଠାତ୍‌ ସାଙ୍ଗଙ୍କ ମେଳରେ ସବୁକିଛି ଠିକ୍‌ ଚାଲିଥିଲା । କିନ୍ତୁ କେକ୍‌ କାଟିବାର କିଛି ସମୟ ପୂର୍ବରୁ ସଚିନଙ୍କ ହୃଦଘାତ ହୋଇଥିଲା ।

Tribal Girl Marriage
ବରଘର ଦେଲେନି ଅଧିକ ଯୌତୁକ; ବେଦିରୁ ଉଠି ବାହାଘର ଭାଙ୍ଗିଦେଲା କନ୍ୟା

ଆଜ୍ଞା ହଁ ଏପରି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି । ବରଘର ଅଧିକ ଯୌତୁକ ଦେଇନଥିବାରୁ ବାହାଘର ଭାଙ୍ଗି ଦେଇଛି କନ୍ୟା ।

Jaganmohan Reddy's Sister
କାର୍‌ ଭିତରେ ବସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଉଠାଇନେଲା କ୍ରେନ୍‌

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Telangana Flood
ତେଲେଙ୍ଗାନାରେ ସ୍ଥିତି ଅଣାୟତ ! ପ୍ରଥମ ମହଲା ଉପରେ ଯାଉଛି ପାଣି‌; ରାସ୍ତା ଘାଟ ବନ୍ଦ, ଯାତାୟତ ବି ଠପ୍‌

ସେନା ଯବାନ ହେଲିକପ୍ଟର ମାଧ୍ୟମରେ ମାଞ୍ଚିରିଅଲ ଜିଲ୍ଲାର ଚେନୁରରେ ଗୋଟିଏ ଜେସିବି ଉପରେ ଅଟକି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିଛନ୍ତି ।

11 Dead In Massive Fire
ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୧ ଶ୍ରମିକ

ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

Telangana Enforces Major Curbs In View Of Omicron Surge
କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା

ଦେଶରେ କୋଭିଡ୍ ସ୍ଥିତିକୁ ନେଇ ତେଲଙ୍ଗାନାରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ, ସବୁ ପ୍ରକାର ଧାର୍ମିକ ରାଜନୈତିକ ଏବଂ ସାଂସ୍କୃତିକ ସମାଗମ ଆୟୋଜନ ଉପରେ ରୋକ ଲାଗିଛି । ଏହାସହ ସମସ୍ତ ସରକାରୀ ଓ ଘରୋଇ ପରିବହନ ବ୍ୟବସ୍ଥା, ଦୋକାନ, ମଲ୍, କାର୍ଯ୍ୟାଳୟ ସହ ଅନ୍ୟ ପ୍ରତିଷ୍ଠାନ ଗୁଡିକରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

43 Medical Students Test Positive
ଚିନ୍ତା ବଢ଼ାଇଲା ଆନୁଆଲ୍‌ ଡେ’ ସେଲିବ୍ରେସନ୍‌ ! ଗୋଟିଏ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ତେଲେଙ୍ଗାନାରେ ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା

crime in telengana
ଜେଜେ ବାପାଙ୍କ ଶବକୁ ଫ୍ରିଜ ଭିତରେ ଲୁଚାଇ ରଖିଥିଲା ନାତି, ଦୁର୍ଗନ୍ଧ ଖୋଜିଖୋଜି ପହଞ୍ଚିଗଲା ପୋଲିସ

ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା। 

Maternity Leave
ବଢିଲା ମାତୃତ୍ୱକାଳୀନ ଛୁଟି। ଏଣିକି ୬ ମାସ ବଦଳରେ ବର୍ଷେ ପର୍ଯ୍ୟନ୍ତ ମିଳିବ ଛୁଟି

ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍‌ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ ନେଇ ଏବେ ଖୁସି ବ୍ୟକ୍ତ କରିଛନ୍ତି ମାଆ ମାନେ

Old Man's Body Found In Fridge
ଫ୍ରିଜ୍‌ ଭିତରୁ ମିଳିଲା ୯୩ ବର୍ଷୀୟ ବୃଦ୍ଧଙ୍କ ମୃତଦେହ

ଫ୍ରିଜ୍‌ ଭିତରୁ ମିଳିଲା ୯୩ ବର୍ଷୀୟ ବୃଦ୍ଧଙ୍କ ମୃତଦେହ। ଅନ୍ତିମ ସଂସ୍କାର କରାଇବା ପାଇଁ ପାଖରେ ଟଙ୍କା ନଥିବାରୁ ଜଣେ ବ୍ୟକ୍ତି ନିଜ ଜେଜେବାପାଙ୍କ ମୃତଦେହ ଫ୍ରିଜ୍‌ ଭିତରେ ରଖିଥିଲେ।

telangana
ଦୁଇ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ନୋଟ୍ କାଟିଦେଲା ମୂଷା : ପେଟ ଅପେରସନ୍ ପାଇଁ ଜମା କରିଥିଲେ ଗରିବ ଚାଷୀ

ଶହେ କି ଦୁଇ ଶହ ନୁହେଁ, ଜୀବନ ଜାକର ଜମାପୁଞ୍ଜି ନଷ୍ଟ କରିଦେଲେ ମୂଷା । ତୁଣ୍ଡ ଝାଳ ମୁଣ୍ଡରେ ମାରି ପେଟ ଅପରେସନ୍ ଲାଗି ଜମା କରିଥିବା ଦୁଇ ଲକ୍ଷ ଟଙ୍କା କାଟିଦେଲା