ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର ।
ସ୍ୱାମୀଙ୍କ ପାଇଁ ଥିବା ଭଲପାଇବାକୁ ଟାଟୁ କରି ଦର୍ଶାଇଲେ ସ୍ତ୍ରୀ । ହାତ କି ଗୋଡ଼ ନୁହେଁ ବରଂ ନିଜ ମୁଣ୍ତରେ ସ୍ୱାମୀଙ୍କ ନାଁର ଟାଟୁ କଲେ ମହିଳା ।
ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ ।