• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taranga Cine Productions

Puskara motion poster release
ଆସିଲା ‘ପୁଷ୍କରା’ର ମୋସନ ପୋଷ୍ଟର; ଲୋକେ କହିଲେ ବୋବାଲ୍...

ଆସିଲା ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର। ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ସୁପ୍ରୀୟା, ବିକାଶ ଚୌଧୁରୀ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି।

Tarang has announced to launch of their dual mega serials
Tarang: ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍; କହିବ ନିଆରା ପ୍ରେମ କାହାଣୀ

ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍। ଏହି ଦୁଇ ସିରିୟଲ୍ ମହିଳାକେନ୍ଦ୍ରୀକ ହୋଇଥିବା ବେଳେ ଏଥିରେ ଦର୍ଶକଙ୍କୁ ମିଳିବ ଭରପୂର ପ୍ରେମ କାହାଣୀ। ଆସନ୍ତୁ ଜାଣିବା କେବେ ଓ କେଉଁ ସମୟରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ।

Odia Web Series Chhadapatra Teaser released
TarangPlus: ରିଲିଜ୍ ହେଲା ଟିଜର୍: ବିବାହ-ବିଚ୍ଛେଦର କାହାଣୀ କହିବ ‘ଛାଡ଼ପତ୍ର’

ବିବାହ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତରଙ୍ଗ ପ୍ଲସ୍‌’ର ନୂଆ ସିରିଜ୍ ‘ଛାଡ଼ପତ୍ର’। ଏହାର ଟିଜର୍ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

Taranga team new odia web series raktatirtha streaming from today
ପାଟ୍ରିଓଟିକ୍ ଥ୍ରୀଲର୍‌ ଫିଲ୍ମ 'ରକ୍ତତୀର୍ଥ'ର ଷ୍ଟ୍ରିମିଙ୍ଗ୍‌ ଆରମ୍ଭ

ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍‌’ରେ ଷ୍ଟ୍ରିମିଙ୍ଗ୍‌ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍‌ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।

Taranga Team new Odia Web Series Raktatirtha coming soon Official Trailer release
ଆସୁଛି ତରଙ୍ଗ ଟିମ୍‌ର ପାଟ୍ରିଓଟିକ୍ ଥ୍ରୀଲର୍ ସିରିଜ୍ “ରକ୍ତତୀର୍ଥ”

ରିଲିଜ୍ ହୋଇଛି ତରଙ୍ଗ ଟିମ୍‌ର ନୂଆ ସିରିଜ୍ “ରକ୍ତତୀର୍ଥ”ର ଟ୍ରେଲର୍। ‘ତରଙ୍ଗ ପ୍ଲସ୍’ରେ ଏହାକୁ ରିଲିଜ୍ କରାଯାଇଛି। ସେଦିନର ସେହି ଲୋମହର୍ଷଣକାରୀ ଦୃଶ୍ୟକୁ ଦର୍ଶକଙ୍କ ସାମ୍ନାରେ ତାଜା କରିବ ଏହି ସିରିଜ୍। ଜାଣନ୍ତୁ କେବେ ହେବ ରିଲିଜ୍।

Tarang Music New Mega Show College Queen
‘ତରଙ୍ଗ ମ୍ୟୁଜିକ୍’ର ନୂଆ ମେଗା ଶୋ’ ‘କଲେଜ୍ କୁଇନ୍’

ଟେଲିଭିଜନ୍ ଇତିହାସରେ ପ୍ରଥମ ଥର କେବଳ କଲେଜରେ ପଢୁଥିବା ପ୍ରତିଭାମାନଙ୍କ ନେଇ ଆରମ୍ଭ ହୋଇଛି ରିଏଲିଟି ଶୋ’ ‘କଲେଜ୍ କୁଇନ୍’। ଓଡିଶା କୋଣ ଅନୁକୋଣରୁ ପ୍ରତିଭା ସାଉଁଟିବା ନେଇ ‘ତରଙ୍ଗ ମ୍ୟୁଜିକ୍’ର ଏହା ଏକ ନୂଆ ପ୍ରୟାସ। ତେବେ ଆସନ୍ତୁ ଜାଣିବା ପ୍ରଥମ ସିଜନ୍‌ରେ ହୋଇଥିବା ବିଜେତାଙ୍କ ନାଁ।

RaktaTirtha
ବର୍ବରତାର କାହାଣୀ କହିବ ‘ରକ୍ତତୀର୍ଥ’

୨୮ ସେପ୍ଟେମ୍ବର ୧୯୪୨।  ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।

Tarang Cine Productions new film Mahisasura
ଦଶହରା ପାଇଁ ସଜ ହଉଚି ‘ମହିଷାସୁର’

ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ସିନେ ଦୁନିଆ। ତରଙ୍ଗ ସିନେ ପ୍ରଡକ୍ସନ ମଧ୍ୟ ଏଥିରୁ ବାଦ ପଡିନି। ଏହି ବ୍ୟାନର୍‌ରେ ପ୍ରସ୍ତୁତ ହେଉଛି ନୂଆ ଫିଲ୍ମ ‘ମହିଷାସୁର’। ଦଶହରାରେ କହିବ ଆତଙ୍କବାଦର କାହାଣୀ।

In this Janmastami Taranga Production new film Hi Krushna
କୁଆଁରା ବୟସରେ ବାପା ହେବାର ଦୁଃଖରେ ଶୈଳେନ୍ଦ୍ର

‘ତରଙ୍ଗ ସିନେ ପ୍ରଡକ୍ସନ’ର ନିର୍ମିତ ହୋଇଛି ‘ହାଏ କୃଷ୍ଣ’। କହିବ କୁଆଁରା ବାପ-ପୁଅର ନିଆରା କାହାଣୀ। ଜାଣନ୍ତୁ କେବେ ଓ କେଉଁଠି ଦେଖିବାର ସୁଯୋଗ ମିଳିବ।

Odisha’s No1 channel Alankar
ନୂଆ ସିନେମାର ନୂଆ ଠିକଣା ‘ଅଳଙ୍କାର’

ଜିଆର୍‌ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି।

Coming soon Kou Akashar Jahna
‘କୋଉ ଆକାଶର ଜହ୍ନ’ରେ ମା’-ଝିଅର ଲୁଚକାଳି ଖେଳ

ଆସୁଛି ତରଙ୍ଗ ସିନେ ପ୍ରଡକ୍‌ସନ୍‌ ଅନେକ ନୂଆ ଫିଲ୍ମ ‘କୋଉ ଆକାଶର ଜହ୍ନ’। ଦର୍ଶକଙ୍କୁ ଦେବ ଭରପୂର ମନୋରଂଜନ। କ’ଣ ରହିଛି ଫିଲ୍ମର କାହାଣୀ ଆସନ୍ତୁ ଜାଣିବା।

Shankar in 4 character in Chorani
‘ଚୋରଣୀ’ରେ ଚାରି ରୂପରେ ଶଙ୍କର

ଆଗକୁ ଆସୁଛି ତରଙ୍ଗ ପ୍ରଡକ୍ସନର ନୂଆ ଫିଲ୍ମ ‘ଚୋରଣୀ’। ରବିବାର ସନ୍ଧ୍ୟାରେ ହେବ ୱାର୍ଲ୍ଡ ପ୍ରିମିୟର। ଏଥିରେ ହାସ୍ୟାଭିନେତା ଶଙ୍କର ଚାରି ରୂପରେ ନଜର ଆସିବେ।

Taranaga Cine Production new film Chorani
ରିଲିଜ୍ ଅପେକ୍ଷାରେ ‘ଚୋରଣୀ’; କହିବ ନିଆରା ପ୍ରେମ କାହାଣୀ

ଚୋର ପୁଲିସର ପ୍ରେମ କାହାଣୀକୁ ନେଇ ‘ତରଙ୍ଗ ସିନେ ପ୍ରଡକ୍ସନ’ ନେଇଆସୁଛି ଫିଲ୍ମ ‘ଚୋରଣୀ’। ଏଥିରେ ଦର୍ଶକେ ଜଗଜିତ ଓ ଶୀତଲଙ୍କ ରୋମାଣ୍ଟିକ୍ ଯୋଡିକୁ ଦେଖିବାର ସୁଯୋଗ ପାଇବେ।

Bapa ICU Re Achanti
ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି’

ଖୁବ ଶୀଘ୍ର ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି।’ ଗତକାଲି ଫିଲ୍ମର ଶୁଭ ମହୁରତ ଜୟଦେବ ବିହାରସ୍ଥିତ ଆତ୍ମାରାମ ମନ୍ଦିରରେ ହୋଇଥିବା ବେଳେ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ଏକ ଭିନ୍ନ ଧରଣର କାହାଣୀକୁ ନେଇ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଷ୍ଟାର୍‌କାଷ୍ଟ୍‌ଙ୍କୁ ଦେଖିବାକୁ ମିଳିବ।

anubhav-babushan
ମୁହାଁମୁହିଁ ହେବେ ସଲମାନ୍ -ପ୍ରେମ୍

ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବେ। ତେବେ ଜାଣନ୍ତୁ ଘଟଣା କ’ଣ। ପୂରା ଘଟଣାଟି ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିର ୨ ଜଣ ସୁପରଷ୍ଟାର ଅନୁଭବ ମହାନ୍ତି ଓ […]