• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taptapani

Taptapani
ତପ୍ତପାଣି ଉଷ୍ଣପ୍ରସବଣରୁ କାହିଁକି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ ?

ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ ।

Tourists Enjoy Winter Morning At Taptapani Hot Spring In Mohana
ଆଃ..ଗାଧେଇକି ମଜା ଆସିଗଲା

ଏପଟେ ଶୀତ ହେଉଛି.. ସେପଟେ ପ୍ରକୃତି କୋଳରେ ଫୁଟୁଛି ପାଣି.. ଓଃ ଗାଧେଇଲେ ଯୋଉ ମଜା ଲାଗୁଛି.. ଶୀତରେ ଥରି ଥରି ଆସି ଫୁଟୁଥିବା ପାଣିରେ ବୁଡ଼ି ଗାଧେଇବାର ମଜା ନେଉଛନ୍ତି ପର୍ଯ୍ୟଟକ..କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଆସିପାରୁ ନଥିଲେ.. ଏଇ ବର୍ଷ ମଜା ଆସିଗଲା..

taptapani
ଉଷ୍ଣପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ସଙ୍କଟରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ  ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି। ଗତ ଡିସେମ୍ବରରେ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ ବୋର୍‌ୱେଲ୍‌ ଖୋଲିବା ପରେ ଏହି ଅବସ୍ଥା। ବୋର୍‌ୱେଲ୍‌ରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ […]