• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Talented Child

year ender 2023 this year was named after these children
Year Ender 2023: ଦେଶକୁ ଗୌରବାନ୍ୱିତ କରିଥିବା ୨୦୨୩ର ନୂଆ ପିଢି

ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ ଆମ ହୃଦୟ ଜିତିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।

talented Girl
ଝିଅ ଏଯାଏ ସ୍କୁଲ ଯାଇନି.. ରେକର୍ଡ ପରେ ରେକର୍ଡ କଲାଣି..

ଏଡିକି ବକଟେ ଛୁଆ. ଜାଣିଛି ଦୁନିଆ ଯାକର କଥା.. ଭଲକରି କଥା କହିପାରୁନି, ହେଲେ ଜିତୁଛି ଗୋଟିଏ ପରେ ଗୋଟିଏ ମେଡାଲ୍

Meet the 16-year-old youngest super talented post graduate boy
ଦୃଢ଼ ଇଛା ଶକ୍ତି ଆଗରେ ହାର୍ ମାନିଛି ବୟସ

ଦୃଢ଼ ଇଛା ଶକ୍ତି ଆଗରେ ହାର୍ ମାନିଛି ବୟସ । ମାତ୍ର 16 ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କରିଛନ୍ତି ହାଇଦ୍ରାବାଦର ଛାତ୍ର ଅଗସ୍ତ୍ୟ ଜୈସୱାଲ । ଦେଖନ୍ତୁ ଅଗସ୍ତ୍ୟଙ୍କୁ ନେଇ ବିଶେଷ ରିପୋର୍ଟ...

Youngest ted talk speaker Oviya Singh
୧୧ ବର୍ଷରେ ଉପଲବ୍ଧି; ସାଜିଲେ ସମସ୍ତଙ୍କ ପ୍ରେରଣା

ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।

Two and a half year old unique girl made 72 paintings in 37-ways
ବୟସ ମାତ୍ର ଅଢେଇ; ୩୭ଟି କୌଶଳରେ କରିସାରିଲେଣି ୭୨ ଚିତ୍ର

ତାଙ୍କ ବୟସ ମାତ୍ର ଅଢେ‍ଇ ବର୍ଷ ହୋଇଥିବା ବେଳେ ସେ ୭୨ଟି ଅଦ୍ଭୁତ ଚିତ୍ର ତିଆରି କରି ତାଙ୍କ ନାମରେ ଏକ ଚମତ୍କାର ରେକର୍ଡ ତିଆରି କରିଛନ୍ତି। ୱାର୍ଲ୍ଡ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ ମଧ୍ୟ କରିସାରିଲେଣି।

7 year old boy started bank for children
ଚର୍ଚ୍ଚାରେ ବାଳକ : ୭ ବର୍ଷ ବୟସରେ ତିଆରି କରିଦେଲେ ବ୍ୟାଙ୍କ

ସମସ୍ତେ ଜାଣନ୍ତି ଯେ ଛୋଟ ପିଲାମାନେ ପାଠ ପଢା ସହ ଖେଳ କୁଦ କରନ୍ତି। ବେପାର ବଣିଜ କିମ୍ବା ସମାଜ ଚିନ୍ତା ଏମାନଙ୍କ ପାଖରେ ନ ଥାଏ। କିନ୍ତୁ ଏହି କଥାକୁ ଭୁଲ୍ ବୋଲି ପ୍ରମାଣ କରି ଦେଖେଇଛନ୍ତି ଜଣେ ୭ ବର୍ଷର ବାଳକ। ଏହି ବୟସରେ ସେ ଏକ ବ୍ୟାଙ୍କର ମାଲିକ ହୋଇ ପାରିଛନ୍ତି। ଛୋଟ ପିଲାଙ୍କ ପାଇଁ ସେ ଖୋଲିଛନ୍ତି ଏକ ନିଆରା ବ୍ୟାଙ୍କ୍‌।