• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taapsee Pannu

taapsee pannu boyfriend mathias boe
ପ୍ରେମିକ ମାଥିଆସ୍ ବୋଙ୍କୁ ବାହା ହେବେ ତାପସୀ ପନ୍ନୁ; କିଏ ଏହି ମାଥିଆସ୍

ବଲିଉଡରେ ୨୦୨୪ ଆରମ୍ଭ ହେବା ମାତ୍ରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗନାନୀଙ୍କ ଧୂମଧାମ ବିବାହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି। ସେ ହେଲେ ‘ଡଙ୍କି’ ଅଭିନେତ୍ରୀ ତାପସୀ ପନ୍ନୁ।

actresses got upset on movies set after hearing strange demand
ସେଟ୍‌ରେ ନାୟିକାଙ୍କୁ ଅପମାନ; କାହାକୁ ନାଭିରେ ନଡ଼ିଆ ରଖିବାକୁ, କାହାକୁ ରେପ୍ ସିନ୍ ପାଇଁ ବାଧ୍ୟ କରୁଥିଲେ

ଖାଲି ହେମାମାଳିନୀ ନୁହଁନ୍ତି, ତାଙ୍କ ପରି ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ ଏଭଳି ଦାବି ଯୋଗୁଁ ସେଟ୍‌ରେ ଲଜ୍ଜିତ ହୋଇଛନ୍ତି। କାହାକୁ ନାଭିରେ ନଡ଼ିଆ ରଖିବାକୁ ଦାବି କରାଯାଇଛି ତ ଆଉ କାହାକୁ ରେପ୍ ସିନ୍ ଦେଖେଇବାକୁ ବାଧ୍ୟ କରାଯାଇଛି।

Taapsee pannu faced humiliation during miss india competition
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ଅପମାନିତ ହୋଇଥିଲେ ତାପସୀ ପନ୍ନୁ

ତାପସୀ ପନ୍ନୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଇଭେଣ୍ଟର ଫାଇନାଲ୍‌ରେ ତାଙ୍କୁ ମିଳିଥିଲା ପୁରସ୍କାର। କିନ୍ତୁ ତାଙ୍କୁ ଏଠି ଅପମାନ କରାଯାଇଥିଲା। ଜାଣନ୍ତୁ ତାଙ୍କ ଟ୍ରେନର ତାଙ୍କୁ କ’ଣ କହି ସର୍ବସାଧାରଣରେ ଅପମାନ କରିଥିଲେ।

Taapsee Pannu impressively played Mithali Raj in Shabaash Mithu
ପୁଣି ଅଭିନୟର ଦକ୍ଷତା ଦେଖେଇଲେ ତାପସୀ ପନ୍ନୁ

ରିଲିଜ୍ ହୋଇଛି ‘ସାବାସ୍ ମିଠୁ’। ମିତାଲିଙ୍କ ଭୂମିକାରେ ତାପସୀ ପନ୍ନୁ ଖୁବ ଚମତ୍କାର ଅଭିନୟ କରିଥିବା ଦେଖିବାକୁ ମିଳିଛି। ଜଣେ ଖେଳାଳିର ସଂଘର୍ଷର କାହାଣୀ କହିଛି ଏହି ଫିଲ୍ମ।

Taapsee Pannu upcoming movie based on Mithali Raj biopic
ଆସୁଛି ମିତାଲୀ ରାଜ୍‌ଙ୍କ ବାୟୋପିକ୍ : ତାପସୀ କରିବେ ହଇଚଇ

ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।

Taapsee Pannu reveals difference between bikini or athletic body
ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ରହିଛି ପାର୍ଥକ୍ୟ : ତାପସୀ ପନ୍ନୁ

ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ଅନେକ ପାର୍ଥକ୍ୟ ରହିଛି। ତାପସୀ କୁହନ୍ତି ଯେ ଆଥ୍‌ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି। ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି। ଆପଣ କ’ଣ କ’ଣ ଖାଉଛନ୍ତି, କି କି ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବବାର କରୁଛନ୍ତି ଏସବୁ ଦେଖିବା ନିହାତି ଜରୁରୀ।

Taapsee Pannu, Rashmi Rocket
ଆସୁଛି ତାପସୀ ପନ୍ନୁଙ୍କ 'ରଶ୍ମୀ ରକେଟ୍'; କିଣିବ ଦର୍ଶକଙ୍କ ମନ

କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦେବା ପରେ, ତାପସୀ ପନ୍ନୁ 'ରଶ୍ମୀ ରକେଟ୍' ଜରିଆରେ ସିଧା ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାରଙ୍କ୍ ଆରଏସଭିପି ଓ ମ୍ୟାଙ୍ଗୋ ପିପଲ ମିଡିଆ ଦ୍ୱାରା ନିର୍ମିତ।

Taapsee Pannu and Mirabai Chanu
ମୀରାବାଇ ଚାନୁଙ୍କ ପାଇଁ ପିଜ୍ଜା କିଣିବାକୁ ଚାହିଲେ ଏହି ଅଭିନେତ୍ରୀ

ଅଲିମ୍ପିକ୍ସରେ ପଦକ ଜିତି ମୀରାବାଇ ଚାନୁ ଦେଶକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାରେ ମୀରାବାଇ ଚାନୁ ଦେଶର ଦ୍ୱିତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୀରାବାଇ ଚାନୁଙ୍କ ବିଜୟ ପାଇଁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।