• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Switzerland

Death Device
ଏ ମେସିନରେ ୧ ମିନିଟ୍ ରେ ଚାଲିଯିବ ଜୀବନ

ଶାନ୍ତିରେ ମରିବାକୁ ତିଆରି ହୋଇଛି ମେସିନ୍। ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କ ସହଜ ମୃତ୍ୟୁ ପାଇଁ ଏଭଳି ଏକ ମେସିନ ବାହାର କରିଛି ସ୍ୱିଜରଲାଣ୍ଡ। ଏହା କେଉଁ ମେସିନ ଏବଂ କିପରି କାମ କରିଥାଏ

same gender marriage
ସ୍ୱିଜରଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ଅନୁମତି

ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି। ପ୍ରାୟ ଦୁଇ-ତୃତୀୟାଂଶ ସ୍ୱିସ୍ ଭୋଟରଙ୍କ ମତଦାନରେ ଦେଶରେ ସମଲିଙ୍ଗୀ ବିବାହ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି।

clock
ଅଦ୍ଭୁତ ଘଣ୍ଟା : ଘଣ୍ଟାରେ କେବେ ବି ବାଜେନି ୧୨ଟା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ । ଏହା ପଛରେ ରହିଛି ଏକ ରହସ୍ୟମୟ କଥା । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋଥର୍ନଠାରେ ଅଛି । ଏହି ଘଣ୍ଟାରେ କେବଳ ୧୧ ନମ୍ବର ରହିଛି ‌ଓ ୧୨ ନମ୍ବର ଏଥିରୁ ନିଖୋଜ ଅଛି । ତେବେ ସେଠିକାର ଲୋକମାନେ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି ।