ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ପଠାନ୍କୋଟ୍ ITI ବିଲଡିଙ୍ଗରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ତନ ତନ କରି ଯାଞ୍ଚ କରାଯାଇଥିଲା।
୩ରୁ ୪ ଦିନ ତଳେ ଏଭଳି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ବ୍ୟକ୍ତିଙ୍କୁ ଠାବ କରାଯାଇପାରି ନ ଥିବା ପଠାନ୍କୋଟ୍ର ସ୍ୱତନ୍ତ୍ର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
]]>